Mon. Nov 30th, 2026

Author: sabdamedia

ରାଜଧାନୀରେ ଫୁଟିଲା ବୋମା, ୩ ଗୁରୁତର

ଶବ୍ଦ ଓଡିଶା ବ୍ୟୁରୋ: ରାତି ଅଧରେ ବରମୁଣ୍ଡା ବସ୍‌ଷ୍ଟାଣ୍ଡରେ ଫୁଟିଛି ବୋମା। ଏହି ବୋମାମାଡ଼ରେ ୩ ଜଣ ଗୁରୁତର ହୋଇଛନ୍ତି । ଖାଇବାକୁ ନେଇ ବଚସା ହେବାରୁ ଏକ ହୋଟେଲ କର୍ମଚାରୀଙ୍କ ଉପରକୁ ଏହି ବୋମା ମାଡ଼ ହୋଇଛି। ଏପରି କାଣ୍ଡ…

ଆରଏସପି ସମର୍ଥନ ପ୍ରତ୍ୟାହାର ପାଇଁ ପ୍ରସ୍ତୁତ, ଅଡୁଆରେ ପ୍ରଚଣ୍ଡ ସରକାର।

ଶବ୍ଦ ଓଡିଶା ବ୍ୟୁରୋ: ନେପାଳରେ ପୁଷ୍ପକମଲ ଦହଲ ପ୍ରଚଣ୍ଡ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଇଛନ୍ତି । ଏହା ପରେ ତାଙ୍କ ସରକାର ନେଇ ବିବାଦ ଆରମ୍ଭ ହୋଇଛି । ମେଣ୍ଟରେ ସାମିଲ ଥିବା ଆରଏସପି ପ୍ରଚଣ୍ଡଙ୍କ ନେତୃତ୍ୱରେ ଗଠିତ ହୋଇଥିବା ମନ୍ତ୍ରିମଣ୍ଡଳରୁ…

ଆଦାନୀ ପ୍ରସଙ୍ଗରେ ଆଜି ରାଜରାସ୍ତାକୁ ଓହ୍ଲାଇବ କଂଗ୍ରେସ

ଶବ୍ଦ ଓଡିଶା ବ୍ୟୁରୋ: ହିଣ୍ଡେନବର୍ଗ ରିସର୍ଚ୍ଚର ରିପୋର୍ଟ ପରେ ଆଦାନୀ ଗ୍ରୁପ୍ କମ୍ପାନିଗୁଡ଼ିକର ସେୟାର କମି ଚାଲିଛି । ମାତ୍ରାଧିକ ହ୍ରାସକୁ ନେଇ କଂଗ୍ରେସ କେନ୍ଦ୍ର ସରକାରକୁ ଘେରିଛି । ହେଲେ ଏହାକୁ ନେଇ କେନ୍ଦ୍ର ସରକାର ନିରବ ରହୁଥିବା କହିଛି…

ଦିଲ୍ଲୀରେ କର୍କଟ ରୋଗୀଙ୍କ ପାଇଁ ସଚେତନତା ରାଲି

ଶବ୍ଦ ଓଡିଶା ବ୍ୟୁରୋ: କର୍କଟ ରୋଗରେ ଆକ୍ରାନ୍ତଙ୍କ ପାଇଁ ମେଜର ଧ୍ୟାନଚାନ୍ଦ ଷ୍ଟାଡିୟମରୁ ଆଇଆଇଟି ଏସଡିଏ ମାର୍କେଟ ପର୍ଯ୍ୟନ୍ତ ଆରୋହୀମାନେ ଏକ ସଚେତନତା ବାଇକ ରାଲି କରିଥିଲେ। ମେଜର ଧାନଚାନ୍ଦ ଷ୍ଟାଡିୟମରୁ ଆରମ୍ଭ ହୋଇଥିବା ଏହି ରାଲି ଆଇଆଇଟିରେ ଅବସ୍ଥିତ ଏସଡିଏ…

କର୍କଟ ରୋଗୀଙ୍କ ପାଇଁ କେଶ ଦାନ କଲେ ଏମ୍ସ ନର୍ସ

ଶବ୍ଦ ଓଡିଶା ବ୍ୟୁରୋ: ବିଶ୍ୱ କର୍କଟ ଦିବସ ସାରା ଦେଶରେ ପାଳନ କରାଯାଉଛି । ବିଶ୍ୱ କର୍କଟ ଦିବସ ଅବସରରେ, ଦିଲ୍ଲୀ ଏମ୍ସରେ ୫୦ରୁ ଅଧିକ ନର୍ସ ଏବଂ ଛାତ୍ର କର୍କଟ ରୋଗୀଙ୍କୁ ସାହାଯ୍ୟ କରିବା ପାଇଁ କେଶ ଦାନ କରିଛନ୍ତି…

ଆଦାନୀଙ୍କ ଯେତିକି କ୍ଷତି ହୋଇଛି…ସେଥିରେ ୫ବର୍ଷ ମାଗଣା ରାସନ ପାଇଥାନ୍ତେ ୮୦ କୋଟି ଲୋକ

ଶବ୍ଦ ଓଡିଶା ବ୍ୟୁରୋ: ହିଣ୍ଡନବର୍ଗ ରିପୋର୍ଟ ଆସିବା ପରେ ଆଦାନୀ ଗ୍ରୁପର ସେୟାର ହ୍ରାସ ପାଇବାରେ ଲାଗିଛି । ପତ୍ରଝଡା ଦେବାଭଳି ଆଦାନୀଙ୍କ ସେୟାର ମୂଲ୍ୟ ହ୍ରାସ ହୋଇଚାଲିଛି । ୨୦୨୩ ଜାନୁଆରୀ ୨୪ପରେ ଆଦାନୀ ଗ୍ରୁପର ସେୟାର ଏତେ ହ୍ରାସ…

ଆଜି ମାଘ ପୂର୍ଣ୍ଣିମା, ଯୋରନ୍ଦାରେ ମାଘ ମେଳା ପାଇଁ ଉତ୍ସବର ପରିବେଶ।

ଶବ୍ଦ ଓଡିଶା ବ୍ୟୁରୋ: ଆଜି ମାଘ ପୂର୍ଣ୍ଣିମା । ଢେଙ୍କାନାଳ ଯୋରନ୍ଦାରେ ମାଘ ମେଳା ପାଇଁ ଉତ୍ସବର ପରିବେଶ । ଗାଦି ମନ୍ଦିରର ଚାରିଦ୍ୱାରରେ ଝାଡଦୀପ ପ୍ରଜ୍ୱଳନ କରାଯାଇଛି । ମହିମାଗାଦିରେ ୧୫୦ ତମ ପ୍ରଭୁ ପୂର୍ଣିମା ଉତ୍ସବ ବା ଯୋରନ୍ଦାମେଳା…

ହ୍ୱାଟସଆପର ଏହି ନୂଆ କଣ ଆପଣ ବ୍ୟବହାର କରିଛନ୍ତି କି?

ଶବ୍ଦ ଓଡିଶା ବ୍ୟୁରୋ: ହ୍ୱାଟସଆପ ବିଶ୍ୱର ସବୁଠାରୁ ଲୋକପ୍ରିୟ ମେସିଜିଂ ଆପ୍ । ଲୋକ ଏଭଳି ବି ମାନିଥାନ୍ତି ଯେ ଯାହା ପାଖରେ ସ୍ମାର୍ଟଫୋନ ଅଛି, ତାଙ୍କ ପାଖରେ ହ୍ୱାଟସଆପ ନିହାତି ରହିଥିବ । ତେବେ ଏହି ଆପରେ ବର୍ତ୍ତମାନ ଏଭଳି…

ମାର୍ଚ ୧୦ରୁ ମାଟ୍ରିକ୍ ପରୀକ୍ଷା

ଶବ୍ଦ ଓଡିଶା ବ୍ୟୁରୋ: ମାର୍ଚ୍ଚ ୧୦ ତାରିଖରୁ ମାଟ୍ରିକ୍, ମଧ୍ୟମା ପରୀକ୍ଷା ଆରମ୍ଭ ହୋଇ ମାର୍ଚ୍ଚ ୨୦ ତାରିଖରେ ଶେଷ ହେବ। ଏଥିପାଇଁ ବୋର୍ଡ ପକ୍ଷରୁ ପରୀକ୍ଷା କାର୍ଯ୍ୟସୂଚୀ ପ୍ରକାଶ ପାଇଛି। ପରୀକ୍ଷା ସକାଳ ୮ଟାରୁ ଆରମ୍ଭ ହୋଇ ୧୦ଟାରେ ସରିବ।…

ବରିଷ୍ଠ ଓଏଏସ ଅଫିସରସ୍ତରରେ ବଦଳି, ୧୦ ବରିଷ୍ଠ ଅଫିସରଙ୍କ ବଦଳି

ଶବ୍ଦ ଓଡିଶା ବ୍ୟୁରୋ: ରାଜ୍ୟ ସରକାର ବରିଷ୍ଠ ଓଏଏସ ଅଫିସରସ୍ତରରେ ବଦଳି କରିଛନ୍ତି। ରାଜ୍ୟ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ, ଶକ୍ତି ବିଭାଗର ଅତିରିକ୍ତ ସଚିବ ତଥା ଓରେଡ଼ା ସିଇଓ ବରିଷ୍ଠ ଓଏଏସ୍ ଅର୍ଚ୍ଚନା ଦାସ ପଟ୍ଟନାୟକଙ୍କୁ…