ଦୁବାଇରେ ନିର୍ମାଣ ହେବ ଚନ୍ଦ୍ରପୃଷ୍ଠ
ବିଳାସପୂର୍ଣ୍ଣ ଅଟ୍ଟାଳିକା, ଅତ୍ୟାଧୁନିକ ଭିତ୍ତିଭୂମି ନିର୍ମାଣର ଘର କୁହାଯାଉଥିବା ଦୁବାଇ ଏବେ ପର୍ଯ୍ୟଟକଙ୍କୁ ଆହୁରି ଆକର୍ଷିତ କରିବାକୁ ଯାଉଛି। ଖୁବଶୀଘ୍ର ଚନ୍ଦ୍ର ଆକୃତିର ରିସର୍ଟ ନିର୍ମାଣ କରିବାକୁ ଯାଉଛି। ପର୍ଯ୍ୟଟକଙ୍କ ରହିବା ନିମନ୍ତେ ଏହି ଅଲ୍ଟ୍ରା-ଲକ୍ଜ୍ୟୁରିୟସ୍ ହୋଟେଲକୁ କାନାଡାର ଆର୍କିଟେକ୍ଚରାଲ କମ୍ପାନୀ…