Mon. Nov 30th, 2026

Author: Sadba Odisha

ଏମ୍ସର ରେକର୍ଡ; ପ୍ରୋସ୍ଥେଟିକ ହାତଗୋଡ ଯୋଡ଼ିବାରେ ସଫଳତା

ଏମ୍ସକୁ ମିଳିଛି ଏକ ନୂଆ ସଫଳତା। ୩ ବର୍ଷର ନିରନ୍ତର ଉଦ୍ୟମ ସମାପ୍ତ କରିବା ପରେ ୨୭ ବର୍ଷ ବୟସ୍କା ବ୍ୟକ୍ତିଙ୍କୁ ବହୁ କ୍ଷତିଗ୍ରସ୍ତ ପରେ ନୂତନ ପ୍ରୋସ୍ଥେଟିକ ହାତଗୋଡ ଯୋଡ଼ି ଏକ ନୂତନ ସଫଳତା ହାସଲ କରିଛି। ନଭେମ୍ବର ୨୦୧୯…

ହିଟୱେଭର ଅଗ୍ନି ପରୀକ୍ଷା; ଇଂଲଣ୍ଡରେ ମରୁଡ଼ି ଘୋଷଣା

କଥାରେ ଅଛି ଜଳ ବହୁଳେ ସୃଷ୍ଟି ନାଶ, ଜଳ ବିହୁନେ ସୃଷ୍ଟିନାଶ। କେଉଁଠି ବର୍ଷାର ତାଣ୍ଡବରେ ବନ୍ୟା ପରିସ୍ଥିତି ସୃଷ୍ଟି ହେଉଛି ତ କେଉଁଠି ଜଳ ଅଭାବରେ ମରୁଡ଼ିର ସ୍ଥିତି ଉପୁଜୁଛି। ଦୀର୍ଘ ସମୟ ଧରି ହିଟ୍ ୱେଭ୍ ରେ ଇଂଲଣ୍ଡର…

ବିହାରର ରାଜନୈତିକ ଯୁଦ୍ଧର ଭିତିରି କଥା

ବିହାର ରାଜନୀତିରେ ମହାରାଷ୍ଟ୍ର ଭଳି ରାଜନୈତିକ ସ୍ଥିତିର ପଟକଥା ଲେଖାଯାଉଥିଲା । ମହାରାଷ୍ଟ୍ରରେ ଉଦ୍ଧବ ଠାକରେଙ୍କ ପାଦତଳୁ ସରକାରକୁ ତାଙ୍କ ଦଳର ନେତା ଏକନାଥ ସିନ୍ଦେ ହିଁ ଖସାଇନେଇ ଚାଲିଯାଇଥିଲେ । ବିହାରରେ ମଧ୍ୟ ଆରସିପି ସିଂହଙ୍କ ବାହାନାରେ ‘ସିନ୍ଦେ ମଡେଲ’କୁ…

ଆକାଶ ବାଇଜୁସର ‘ଏଜୁକେସନ ଫର ଅଲ’; ଗରିବ ପିଲା, ଝିଅମାନଙ୍କ ସଶକ୍ତିକରଣକୁ ଗୁରୁତ୍ବ

ଭାରତ ସରକାରଙ୍କ ପକ୍ଷରୁ ପାଳନ ହେଉଛି ‘ଆଜାଦି କା ଅମୃତ ମହୋତ୍ସବ’। ଏହି ଅବସରରେ ପ୍ରତିଯୋଗିତାମୂଳକ ପରୀକ୍ଷା ପାଇଁ ଆକାଶ ବାଇଜୁସ ‘ଏଜୁକେସନ ଫର ଅଲ’ ବା ‘ସମସ୍ତଙ୍କ ପାଇଁ ଶିକ୍ଷା’ ମାଧ୍ୟମରେ ଉଚ୍ଚଶିକ୍ଷା ପାଇଁ ଘରୋଇ କୋଚିଂରେ ଛାତ୍ରୀମାନଙ୍କୁ ସଶକ୍ତିକରଣ…

ନେପାଳ ରାଜପରିବାର ସହ ଶ୍ରୀମନ୍ଦିରର ଘନିଷ୍ଠ ସମ୍ପର୍କ

ବିଶ୍ୱର ଏକମାତ୍ର ହିନ୍ଦୁ ଦେଶ ଭାବେ ଖୁବ ପରିଚିତ ନେପାଳ। ପଡୋଶୀ ଦେଶ ହିସାବରେ ତଥା ଧର୍ମ ଓ ପରମ୍ପରାରେ ସାମଞ୍ଜସ୍ୟ ଥିବାରୁ ଭାରତ-ନେପାଳ ମଧ୍ୟରେ ସୁସମ୍ପର୍କ ଦେଖିବାକୁ ମିଳେ। ତେବେ ଆଶ୍ଚର୍ଯ୍ୟର କଥା ହେଉଛି, ନେପାଳ ରାଜପରିବାର ଶ୍ରୀମନ୍ଦିର ନୀତିକାନ୍ତି…

ମାନସିକ ଅସ୍ଥିରତାର ମୂଳ କାରଣ ?

ମଣିଷର ମାନସିକ ଅବସ୍ଥା ଠିକ ଥିଲେ ତା ଶାରୀରିକ ଅସନ୍ତୁଳତା ମଧ୍ୟ ଶୀଘ୍ର ଭଲ ହେଇଯାଏ। ମନର ଅସୁସ୍ଥତା ମାନସିକ ଚାପ ଆଣିଦିଏ। ଯାହାର କୁପ୍ରଭାବ ଶରୀର ଉପରେ ପଡିଥାଏ ଓ ଏହି ଚିନ୍ତା ଅନେକ ରୋଗର ମୂଳ କାରଣ ସାଜିଥାଏ।…

ନଜର ଆଢୁଆଳରେ, ସମୁଦ୍ର ଭିତରେ ମନ୍ଦିର

ସାଧାରଣତଃ ସ୍ଥଳ ଭାଗରେ କିମ୍ବା ନଦୀ କୂଳରେ ମନ୍ଦିର ଥିବା ଆମେ ଜାଣିଛୁ। ହେଲେ ଏମିତି ଏକ ମନ୍ଦିର ଅଛି ଯାହା ସମୁଦ୍ର ମଝିରେ ରହିଛି । ଏହି ମନ୍ଦିରଟି ଇଣ୍ଡୋନେସିଆର ବାର୍ଲି ଦ୍ୱୀପ ତବାନାନଠାରେ ଅବସ୍ଥିତ। ସ୍ଥାନୀୟ ଭାଷାରେ ଏହି…

ମନ୍ଦିରରେ କାହିଁକି ବନ୍ଧାଯାଏ ଘଣ୍ଟି? କ’ଣ ରହିଛି ଏହାର ବୈଜ୍ଞାନିକ କାରଣ?

ସାଧାରଣତଃ ହିନ୍ଦୁ ଧର୍ମରେ ମନ୍ଦିରରେ ପ୍ରବେଶ କରିବା ପୂର୍ବରୁ ଘଣ୍ଟି ବଜାଇ ଭିତରକୁ ଯାଇଥାଉ। ସବୁ ଦେବାଳୟରେ ଠାକୁରଙ୍କ ପୂର୍ବରୁ ଘଣ୍ଟି ବନ୍ଧାଯିବା ବାଧ୍ୟତା ମୂଳକ। ବିନା ଘଣ୍ଟିରେ କୌଣସି ମନ୍ଦିର ପ୍ରତିଷ୍ଠା କରାଯାଏ ନାହିଁ। ସେହିପରି ଘରେ ପୂଜାପାଠ ବେଳେ…

୨୨ ବର୍ଷରେ ୮ମ ଥର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ନୀତିଶ

୨୨ ବର୍ଷରେ ୮ମ ଥର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ନୀତିଶ । ମହାରାଷ୍ଟ୍ର ପରେ ବର୍ତ୍ତମାନ ବିହାରରେ ରାଜନୈତିକ ସଙ୍କଟ ଦେଖାଦେଇଛି । ବିଜେପି ଓ ଜେଡିୟୁ .ମେଣ୍ଟ ସରକାର ଭାଙ୍ଗିସାରିଥିବା ବେଳେ ନୂଆ ସରକାର ଗଠନ ହେବାକୁ ଯାଉଛି…

ବିହାର ରାଜନୀତି: ବିଜେପି-ଜେଡିୟୁ ମଧ୍ୟରେ ସମ୍ପର୍କ ଭାଙ୍ଗିବାର କାରଣ ?

ବିହାରରେ ବିଜେପି-ଜେଡିୟୁ ମେଣ୍ଟଭାଙ୍ଗି ସାରିଛି । ରାଜ୍ୟପାଳ ଫାଗୁ ଚୌହାନଙ୍କୁ ଭେଟି ମଙ୍ଗଳବାର ନୀତିଶ ଇସ୍ତଫା ଦେଇଛନ୍ତି । ମହାମେଣ୍ଟର ସରକାରର ନେତା ଭାବେ ସେ ପୁଣି ମୁଖ୍ୟମନ୍ତ୍ରୀ ହେବାକୁ ଯାଉଛନ୍ତି । ଏଥିପାଇଁ ଉଭୟ ଜେଡିୟୁ ଏବଂ ଆରଜେଡି ରାଜ୍ୟପାଳଙ୍କୁ…