Mon. Nov 30th, 2026

Author: Sadba Odisha

ସୁବର୍ଣ୍ଣପୁର ନିର୍ବାଚନ ମଣ୍ଡଳୀରେ ୧୦ଟି ପ୍ରକଳ୍ପକୁ ମଞ୍ଜୁର

ସୁବର୍ଣ୍ଣପୁର : ସୁବର୍ଣ୍ଣପୁର ଜିଲ୍ଲାର ୨ଟି ନିର୍ବାଚନମଣ୍ଡଳୀ ପାଇଁ ୫୪.୫୦କୋଟି ଟଙ୍କା ମଂଜୁର ହୋଇଛି । ସୁବର୍ଣ୍ଣପୁର ଓ ବୀରମହାରାଜପୁରର ୬ଟି ବ୍ଲକର ୧୦୯ଟି ଗ୍ରାମପଞ୍ଚାୟତରେ ୧୪୧୯ଟି ପ୍ରକଳ୍ପ କରାଯିବ । ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ଜିଲ୍ଲାଗସ୍ତ ପରେ ବୀରମହାରାଜପୁର ନିର୍ବାଚନ ମଣ୍ଡଳୀରେ…

ମୁମ୍ବାଇ ଓ୍ବାଙ୍ଖଡେ ଷ୍ଟାଡିୟମରେ କିମ୍ବଦନ୍ତୀ କ୍ରିକେଟ ତାରକା ସଚିନ ତେନ୍ଦୁଲକରଙ୍କ ପ୍ରତିମୂର୍ତ୍ତି ଉଦଘାଟିତ

ମୁମ୍ବାଇ ଓ୍ବାଙ୍ଖଡେ ଷ୍ଟାଡିୟମରେ ଉଦଘାଟନ ହେଲା କିମ୍ବଦନ୍ତୀ କ୍ରିକେଟ ତାରକା ସଚିନ ତେନ୍ଦୁଲକରଙ୍କ ପ୍ରତିମୂର୍ତ୍ତି । ଏକ ଭରପୂର ଉତ୍ସବରେ ତେନ୍ଦୁଲକରଙ୍କ ପ୍ରତିମୂର୍ତ୍ତି ଉଦଘାଟିତ ହୋଇଛି । ଭାରତ-ଶ୍ରୀଲଙ୍କା ମ୍ୟାଚ ପୂର୍ବରୁ କ୍ରିକେଟ ଲିଜେଣ୍ଡ ତେନ୍ଦୁଲକରାଙ୍କ ଲାଇଫ-ସାଇଜ ବ୍ରୋଞ୍ଜ ପ୍ରତିମୂର୍ତ୍ତି ଉନ୍ମୋଚିତ…

ହବିଷ୍ୟାଳୀ କେନ୍ଦ୍ରରେ କଥା ହେଲେ ଜିଲ୍ଲାପାଳ

ପୁରୀ ୨/୧୧ ଜିଲ୍ଲାପାଳ ସମର୍ଥ ବର୍ମା ଆଜି ପୂର୍ବାହ୍ନରେରେ ବିଭିନ୍ନ ହବିଷ୍ୟାଳୀ କେନ୍ଦ୍ର ବୁଲି ଦେଖିବା ସହ ହବିଷ୍ୟାଳୀ ମା ମାନଙ୍କ ସହ କଥା ହୋଇଥିଲେ। ବୃନ୍ଦାବତୀ ନିବାସ ରେ ପହଞ୍ଚି ଶ୍ରୀ ବର୍ମା ମା ମାନେ ରହୁଥିବା କୋଠରୀ ଗୁଡିକ…

ପୁଣି ଥରେ କାନ୍ଥ ଭାଙ୍ଗିବ, ରାସ୍ତା ରେ ମୁଖ୍ୟ ପରବ କୁ ନେଇ ଅସନ୍ତୋଷ

କୋରାପୁଟ ତା ୧/୧୧ ପରବ ଏକ ରାଜ୍ୟସ୍ତରୀୟ ମହୋତ୍ସବ ଭାବେ ପ୍ରସିଦ୍ଧି ଲାଭ କରିଛି। ଏହାଦ୍ବାରା କୋରାପୁଟ ଜିଲ୍ଲାର ସାଂସ୍କୃତିକ ଓ ପର୍ଯ୍ୟଟନ ର ବିକାଶ ହୋଇପାରୁଛି।ପରବ ଏକ ରାଜ୍ୟସ୍ତରୀୟ ଲୋକ ମହୋତ୍ସବ। ଏହା ୧୯୯୫ରୁ ଆରମ୍ଭ ହୋଇଥିଲା ପ୍ରଥମ କୋରାପୁଟ…

ଇଡିରେ ହାଜର ହେବେ କେଜ୍ରିୱାଲ, ତା’ ପୂର୍ବରୁ ମାଗିଲେ ଅଧିକ ସମୟ

ଆଜି ଇଡିରେ ହାଜର ହେବେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ । ମଦ ଦୁର୍ନୀତି ମାମଲାରେ ହାଜର ହେବାକୁ କେଜ୍ରିୱାଲଙ୍କୁ ଗତ ୩୦ ତାରିଖରେ ସମନ୍ ଜାରି କରିଥିଲା ED।। ତେବେ ହାଜର ହେବା ନିମନ୍ତେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ…

‘ଆମ ଓଡ଼ିଶା ନବୀନ ଓଡ଼ିଶା’ ଯୋଜନାରେ ଯୋଡ଼ିହେବ ଗଞ୍ଜାମ ଓ ସୁବର୍ଣ୍ଣପୁର ଜିଲ୍ଲା

ଭୁବନେଶ୍ୱର: ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଞ୍ଜାମ ଓ ସୁବର୍ଣ୍ଣପୁର ଜିଲ୍ଲାରେ ‘ଆମ ଓଡ଼ିଶା ନବୀନ ଓଡ଼ିଶା’ କାର୍ଯ୍ୟକ୍ରମର ଶୁଭାରମ୍ଭ କରିବେ। ଏହି କାର୍ଯ୍ୟକ୍ରମର ଉଭୟ ଜିଲ୍ଲାର ପ୍ରତି ପଞ୍ଚାୟତକୁ ୫୦ ଲକ୍ଷ ଟଙ୍କା ଲେଖାଏଁ ମିଳିବ। ଯୋଜନା ଅଧୀନରେ ଗଞ୍ଜାମ…

ଜାମ୍ମୁ କାଶ୍ମୀର ପୋଲିସର ମହା ନିର୍ଦ୍ଦେଶକ ଓଡ଼ିଆ ପୁଅ ରଶ୍ମୀ ରଞ୍ଜନ

ଜାମ୍ମୁ କାଶ୍ମୀର ପୋଲିସର ମହା ନିର୍ଦ୍ଦେଶକ ଭାବେ ଦାୟିତ୍ବ ଗ୍ରହଣ କରିଛନ୍ତି ଓଡ଼ିଆ ପୁଅ ରଶ୍ମୀ ରଞ୍ଜନ ସ୍ବାଇଁ । ଦିଲବାଗ ସିଂଙ୍କ ସ୍ଥାନରେ ଶ୍ରୀ ସ୍ବାଇଁ ଡିଜିପି ଭାବେ ଦାୟିତ୍ବ ନେଇଛନ୍ତି । ଜାମ୍ମୁ କାଶ୍ମୀର ପୋଲିସ ମୁଖ୍ୟାଳୟରେ ଆୟୋଜିତ…