1 min read
Latest Popular Trending ଦେଶ ଖବର ଦେଶ ବିଦେଶ

ସଡ଼କ ତିଆରି କରି ଇତିହାସ ସୃଷ୍ଟି; ଗିନିଜ ୱାର୍ଲ୍ଡ ରେକର୍ଡରେ ସ୍ଥାନିତ

ସଡ଼କ ତିଆରି କରି ଗିନିଜ ୱାର୍ଲ୍ଡ ରେକର୍ଡ। କଥାଟି କୌତୁହଳପୂର୍ଣ୍ଣ ହୋଇଥିଲେ ବି ସତ। ନ୍ୟାସନାଲ ହାଇୱେ ଅଥରିଟି ଅଫ୍ ଇଣ୍ଡିଆ ୧୦୫ ଘଣ୍ଟା ୩୩ ମିନିଟରେ ଅର୍ଥାତ୍ ୫ ଦିନ ମଧ୍ୟରେ ଶେଷ [more…]

1 min read
Latest Popular Trending ଦେଶ ଖବର ଦେଶ ବିଦେଶ

ଆରବିଆଇର ନୂଆ ଉପହାର; ୟୁପିଆଇ ସହ ଲିଙ୍କ ହେବ କ୍ରେଡିଟ କାର୍ଡ

ୟୁପିଆଇ ପେମେଣ୍ଟ ବ୍ୟବହାରକାରୀଙ୍କୁ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ଏକ ବଡ ଉପହାର ଦେଇଛି।  ବୁଧବାର ଦିନ ଆରବିଆଇ କ୍ରେଡିଟ କାର୍ଡକୁ ସହିତ ଲିଙ୍କ କରିବାକୁ ଅନୁମତି ଦେଇଛି।  ଏଭଳି ପରିସ୍ଥିତିରେ, ଯଦିଓ ୟୁଜର୍ସଙ୍କ [more…]

0 min read
Popular ଦେଶ ବିଦେଶ

ରେପୋ ରେଟ୍ ରେ ପୁଣି ବୃଦ୍ଧି

ପୁଣି ବଢ଼ିଲା ରେପୋ ରେଟ୍ । ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ପୁଣି ଥରେ ରେପୋ ରେଟ୍ ବୃଦ୍ଧି କରିଛନ୍ତି । ବୁଧବାର ରେପୋ ରେଟ୍ ୫୦ ବେସିସ୍ ପଏଣ୍ଟ ବୃଦ୍ଧି ପାଇ ୪.୯୦ [more…]

0 min read
Latest Popular Trending ଦେଶ ଖବର ଦେଶ ବିଦେଶ

ଖୁବ ଶୀଘ୍ର ଲାଗୁ ହେବ ଗ୍ରୀନ ଏନର୍ଜି ଯୋଜନା

ଚଳିତ ଦିନମାନଙ୍କରେ ବିଦୁ୳ତ କାଟ ଏକ ମୁଖ୍ୟ୳ ସମସ୍ୟା ରୂପେ ମୁଣ୍ଡ ଟେକିଛି। ବର୍ତ୍ତମାନ ଗ୍ରାହକମାନଙ୍କ ପାଇଁ ଗ୍ରୀନ ଏନର୍ଜି ଯୋଜନା ଆଣିଛି ଶକ୍ତି ମନ୍ତ୍ରଣାଳୟ। ଏଥିରେ ଶିଳ୍ପ ଏବଂ ବ୍ୟବସାୟିକ ଗ୍ରାହକ ଯେକୌଣସି [more…]

1 min read
Latest ଓଡ଼ିଶା ମୋ ଗାଁ ସହର

ଜୈବ ସାର ବ୍ୟବହାର ର ପ୍ରଶିକ୍ଷଣ ତାଲିମ୍ କାର୍ଯ୍ୟକ୍ରମ

କୋରାପୁଟ: ଆଜି ରାଷ୍ଟ୍ରୀୟ ବନସ୍ପତି ଗବେଷଣା ସଂସ୍ଥାନ ଲକ୍ଷ୍ନୌ ତରଫରୁ ସେମିଳିଗୁଡା ବ୍ଲକର ପୁଟସିଲ ଓ ଲକ୍ଷ୍ମୀପୁର ବ୍ଲକ ର କାନପlଡ଼ି ଗାଁ ଠାରେ ଜୈବ ସାରର ବ୍ୟବହାର ଓ ଲାଭ ସମ୍ପର୍କରେ ତାଲିମ୍ [more…]

1 min read
Latest Popular Trending ଦେଶ ଖବର ଦେଶ ବିଦେଶ ବିଜ୍ଞାନ

ଭୂତତ୍ତ୍ୱବିତଙ୍କ ବଡ଼ ସଫଳତା, ପାଞ୍ଚ ମାସ ପୂର୍ବରୁ ଜାଣିହେବ ହେବ ଆଗ୍ନେୟ ଉଦଗୀରଣ

ଭୂତତ୍ତ୍ୱବିତମାନଙ୍କୁ ବଡ଼ ସଫଳତା। ପାଞ୍ଚ ମାସ ପୂର୍ବରୁ ଆଗ୍ନେୟଗିରି ଉଦ୍ଗୀରଣକୁ ସଫଳତାର ସହିତ ପୂର୍ବାନୁମାନ କରଛନ୍ତି। ନୂତନ ପୂର୍ବାନୁମାନ ପ୍ରଣାଳୀର ବିକାଶ କରି ଅନୁସନ୍ଧାନକାରୀମାନଙ୍କର ଏକ ଦଳ ଏକ ନୂତନ ମଡେଲ ପ୍ରସ୍ତୁତ କରିଛନ୍ତି [more…]

0 min read
Popular Trending ଦେଶ ଖବର ଦେଶ ବିଦେଶ

ପୁରୀ ଜଗନ୍ନାଥ ପରି ଭବ୍ୟ ଓ କାଶୀ ବିଶ୍ୱନାଥଠୁ ପୁରାତନ ବିନ୍ଦୁ ମାଧବ ମନ୍ଦିର

ଭାରତ ଇତିହାସର ସାକ୍ଷୀ ଭାବେ ଉଭା ହୋଇଥାଏ ଭାରତୀୟ ମନ୍ଦିର। ସେ ପୁରୀର ଜଗନ୍ନାଥ ମନ୍ଦିର ହେଉ ଅବା ପଞ୍ଚଗଙ୍ଗା ଘାଟର ବିନ୍ଦୁ ମାଧବ ମନ୍ଦିର। ଔରେଙ୍ଗଜେବଙ୍କ ରାଜୁତି ସମୟରେ ବହୁ ହିନ୍ଦୁ ମନ୍ଦିରକୁ [more…]

0 min read
Popular ଦେଶ ଖବର ଦେଶ ବିଦେଶ

ଧାର୍ମିକ ସ୍ୱାଧୀନତା ରିପୋର୍ଟକୁ ନେଇ ଭୋଟ ବ୍ୟାଙ୍କ ବଢାଉଛି ଆମେରିକା : ଭାରତ

ଧାର୍ମିକ ସ୍ୱାଧୀନତା ଉପରେ ଆମେରିକାର ରିପୋର୍ଟକୁ ଭାରତ ପ୍ରତ୍ୟାଖ୍ୟାନ କରିଛି। ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଆମେରିକାକୁ ଉଚିତ୍ ଉତ୍ତର ଦେଇଛି। ଭାରତୀୟ ବୈଦେଶିକ ମନ୍ତ୍ରଣାଳୟ କହିଛି ଯେ, ଆମେ ଅନ୍ତର୍ଜାତୀୟ ଧାର୍ମିକ ସ୍ୱାଧୀନତା ଏବଂ [more…]

0 min read
Latest ସ୍ଵାସ୍ଥ୍ୟ

କିଡନୀ ରୋଗକୁ କମ୍ କରିବ କଫି

ଦିନକୁ ଗୋଟିଏ କପ୍ କଫି ଭଲ କରିପାରିବ କିଡନୀ ରୋଗ। କଥାଟି କୌତୁହଳ ଲାଗୁଥିଲେ ମଧ୍ୟ ଏକ ରିସର୍ଚ୍ଚରୁ ଏହା ସ୍ପଷ୍ଟ ହୋଇଛି। ଏକ ନୂତନ ଅଧ୍ୟୟନରୁ ଜଣାପଡିଛି ଯେ ଦିନକୁ ଅତି କମ୍ରେ [more…]

1 min read
Latest Trending ଦେଶ ଖବର ଦେଶ ବିଦେଶ

ପରିବେଶ ପାଇଁ କିପରି ଥିଲା ସି-ଭେଟରଙ୍କ ସର୍ଭେ

ସବୁଠି ବିଶ୍ୱ ପରିବେଶ ଦିବସ ପାଳନ କରାଯାଉଥିବା ବେଳେ ପରିବେଶ ସହ ଜଡିତ ପ୍ରସଙ୍ଗରେ ଲୋକଙ୍କ ମତାମତ ଜାଣିବା ନିହାତି ଆବଶ୳କ। ସେଥିପାଇଁ ସମଗ୍ର ଭାରତରେ ସି-ଭୋଟରଙ୍କ ଦ୍ବାରା କରାଯାଇଥିବା ଦେଶବ୍ୟାପୀ ସର୍ଭେରେ ଏହା [more…]