Wed. Oct 14th, 2026

Tag: #travelladakh

ଆର୍ଯ୍ୟଭୂମି ଲଦାଖ-ଭାଗ ୧୧

ପାଙ୍ଗଙ୍ଗ ହ୍ରଦରୁ ଲେହ ଅଭିମୁଖେ ଲେଉଟାଣି ଯାତ୍ରା। ଡାହାଣ ପାଖରେ ସିୟୋକ୍ ନଦୀ। ଲକ୍ଷ ଆମର, ବାଟରେ ଚାଙ୍ଗ ଲା ପାସ୍ ଉପରେ ବରଫ’ର ମଜା ନେବୁ। ମଧ୍ୟାହ୍ନ ଭୋଜନ କରିବୁ ହେମିସ୍ ଅଭୟାରଣ୍ୟ ପାଖାପାଖି କୋଉଠି ଗୋଟିଏ ଜାଗାରେ। ଗାଡ଼ି…

ଆର୍ଯ୍ୟଭୂମି ଲଦାଖ-ଭାଗ ୧୦

ପାଙ୍ଗଙ୍ଗ ହ୍ରଦ କୂଳରେ ଆଜିର ସନ୍ଧ୍ୟା। କୁଳରୁ ମାତ୍ର ଚାରି ମିନିଟ ଚାଲି ଆସିଲେ ପଡ଼ିବ ଆମ ତମ୍ବୁ। ତମ୍ବୁ ଭିତରେ ପଶିଗଲା ପରେ ଲାଗିଲା ଯେ, ଭିତର ଓ ବାହାର ତାପମାତ୍ରା ମଧ୍ଯରେ ଫରକ କେତେ। ତମ୍ବୁ’ର ସମ୍ମୁଖ ଭାଗ…

ଆର୍ଯ୍ୟଭୂମି ଲଦାଖ (ଭାଗ ୩)

ଲେହରେ ଦ୍ଵିତୀୟ ଦିନ। ସକାଳୁ ଉଠିବା ବେଳକୁ ଲାଗୁଥିଲା ଯେମିତି କି ଏଇ ଟିକିଏ ଆଗରୁ ରୁମ୍ ର ଅକ୍ସିଜେନ୍ ସରି ଯାଇଛି, ଆମକୁ ଶୀଘ୍ର ରିଫିଲ୍ କରିବା ଦରକାର। ଇଛା ଥିଲେ ବି ଉଠିବା ବେଳକୁ ଅବଶ ଲାଗୁଥିଲା। ଝରକା…