Wed. Oct 14th, 2026

ରାଜଧାନୀର ପ୍ରତିଷ୍ଠା ଦିବସକୁ ଆଉ ଅଳ୍ପ ସମୟ ବାକି ରହିଲା। ଯାହାକୁ ସ୍ୱତନ୍ତ୍ର କରିବା ପାଇଁ ନିଆଯାଇଛି ସ୍ୱାଗତଯୋଗ୍ୟ ନିଷ୍ପତ୍ତି। ଏହି ନିଷ୍ପତ୍ତି ଆଧାରରେ ଏଥର ନିଆରା ହେବ ରାଜଧାନୀ ଭୁବନେଶ୍ଵର ୭୫ ତମ ପ୍ରତିଷ୍ଠା ଦିବସ । ଏହା ସହ ପୁରସ୍କୃତ ହେବେ ଶ୍ରେଷ୍ଠ ଶିକ୍ଷକ, ଶ୍ରେଷ୍ଠ ଥିଏଟର କଳାକାର। ଏହା ବ୍ୟତୀତ ଷ୍ଟାର୍ଟ ଅପ କ୍ଷେତ୍ରରୁ ଜଣେ, କଳା ଓ କ୍ରାଫ୍ଟ ବର୍ଗରୁ ମଧ୍ୟ ଜଣଙ୍କୁ ସମ୍ମାନିତ କରାଯିବ। ଭୁବନେଶ୍ୱର ମେୟର ସୁଲୋଚନା ଦାସ ଏନେଇ ସୂଚନା ଦେଇଛନ୍ତି।

Leave a Reply

Your email address will not be published. Required fields are marked *