ଗଣେଶ ପୂଜାରୁ ନୂଆ ସଂସଦ ଭବନ କାର୍ଯ୍ୟକ୍ଷମ

ଶବ୍ଦ ଓଡିଶା ବ୍ୟୁରୋ: ଗଣେଶ ପୂଜାରୁ କାର୍ଯ୍ୟକ୍ଷମ ହେବ ନୂଆ ସଂସଦ ଭବନ । ଆସନ୍ତା ୧୮ରୁ ୨୨ ତାରିଖ ପର୍ଯ୍ୟନ୍ତ ଚାଲିବ ସଂସଦର ସ୍ୱତନ୍ତ୍ର ଅଧିବେଶନ । ୧୮ ତାରିଖରେ ପୁରୁଣା ସଂସଦ ଭବନରେ ସ୍ୱତନ୍ତ୍ର ଅଧିବେଶନ ହେବ । ଏହା ପରେ ୧୯ ତାରିଖରୁ ୨୨ ତାରିଖ ପଯ୍ୟନ୍ତ ନୂଆ ସଂସଦ ଭବନରେ ସ୍ୱତନ୍ତ୍ର ଅଧିବଶେନ ଚାଲିବ । ନୂଆ ସଂସଦ ଭବନ କାର୍ଯ୍ୟକ୍ଷମ ହେବା ପରେ ପୁରୁଣା ବିଲଡିଂକୁ ମ୍ୟୁଜିୟମ୍ ଅଫ୍ ଡେମୋକ୍ରେସି ବା ଗଣତନ୍ତ୍ର ସଂଗ୍ରହାଳୟକୁ କରାଯିବ ।

You May Also Like

More From Author

+ There are no comments

Add yours