ଜାପାନର ମୁନ୍ ମିଶନ

ଶବ୍ଦ ଓଡିଶା ବ୍ୟୁରୋ: ଜାପାନର ମୁନ୍ ମିଶନ । ଚନ୍ଦ୍ରକୁ ଯାନ ପଠାଇଲା ଜାପାନ । ଆଜି ସକାଳୁ ଜାପାନର ଜାତୀୟ ମହାକାଶ ଗବେଷଣା ସଂସ୍ଥା ମୁନ୍ ଲ୍ୟାଣ୍ଡର ଯାନର ଉତକ୍ଷେପଣ କରିଛି । ଗତ ମାସରେ ଏହି ଉତକ୍ଷେପଣ କରାଯିବାର ଥିଲା । ହେଲେ ଖରାପ ପାଗ ଯୋଗୁଁ ଏହା ସମ୍ଭବ ହୋଇପାରିନଥିଲା।

You May Also Like

More From Author

+ There are no comments

Add yours