ଚନ୍ଦ୍ରପୃଷ୍ଠରେ ହୋଇଥିଲା କି ଭୂମିକମ୍ପ ?

ଶବ୍ଦ ଓଡିଶା ବ୍ୟୁରୋ : ଚନ୍ଦ୍ରକୁ ନେଇ ଆସିଲା ଚାଞ୍ଚଲ୍ୟକର ତଥ୍ୟ । ଚନ୍ଦ୍ରରେ ହୋଇଥିଲା କି ଭୂମିକମ୍ପ ? ଅଗଷ୍ଟ ୨୬ରେ ଚନ୍ଦ୍ରରେ ପ୍ରାକୃତିକ ପ୍ରକ୍ରିୟା ଘଟିଥିବା ନେଇ ଟ୍ୱିଟ୍ କରି ସୂଚନା ଦେଲା ଇସ୍ରୋ । ଲ୍ୟାଣ୍ଡର ପେଲୋଡ୍ ଜରିଆରେ ସାମ୍ନାକୁ ଆସିଛି ଗ୍ରାଫ୍ । ଚନ୍ଦରେ କମ୍ପନ ସୃଷ୍ଟି ହେବା ନେଇ ଗ୍ରାଫରେ ସଙ୍କେତ ମିଳିଛି ।ଲୁନାର ସେସମିକ୍ ଆକ୍ଟିଭିଟି ବା ଆଇଏଲ୍ଏସ୍ଏ ଏ ନେଇ ସୂଚନା ଦେଇଛି ।

ଇସ୍ରୋ ପକ୍ଷରୁ ଟ୍ୱିଟ୍ କରି କୁହାଯାଇଛି ଯେ, ବିକ୍ରମ ଲ୍ୟାଣ୍ଡରରେ ଏପରି ଉପକରଣ ଲଗାଯାଇଛି, ଯାହାକି ଚନ୍ଦ୍ରରେ ହେଉଥିବା କମ୍ପନର ଗତିବିଧି ରେକର୍ଡ କରିବାରେ ସକ୍ଷମ ।

You May Also Like

More From Author

+ There are no comments

Add yours