ସରିଲା ମାଟ୍ରିକ ଖାତା ଦେଖା; ମେ’ ଶେଷ ସୁଦ୍ଧା ରେଜଲ୍ଟ

ନିର୍ଦ୍ଧାରିତ ୧୨ ଦିନ ଅବଧି ମଧ୍ୟରେ ଖାତା ଦେଖା ଶେଷ। ଖାତା ଦେଖା ପରେ ଏବେ ପ୍ରୋସେସିଂ ଓ ଟାବୁଲେସନ ହେବ। ଖାତା ଦେଖା ପାଇଁ ପାଖାପାଖି ୧୩ ହଜାର ଶିକ୍ଷକ ନିଯୋଜିତ ହୋଇଥିଲେ। ତେବେ ପରୀକ୍ଷା ଫଳ ମେ’ ଶେଷ ସପ୍ତାହ ସୁଦ୍ଧା ପ୍ରକାଶ ପାଇପାରେ ବୋଲି ଚର୍ଚ୍ଚା ହେଉଛି। ଚଳିତବର୍ଷ ୫ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ପରୀକ୍ଷା ଦେଇଛନ୍ତି।

You May Also Like

More From Author

+ There are no comments

Add yours