Thu. Oct 15th, 2026

ଏପ୍ରିଲ ୧୭ରୁ ପୁଣି ପ୍ରଥମରୁ ଆରମ୍ଭ ହେବ ଦ୍ୱାଦଶ ଶ୍ରେଣୀ ପାଠପଢ଼ା । ସକାଳ ୬ଟା ୩୦ରୁ ଦିନ ୧୧ଟା ପର୍ଯ୍ୟନ୍ତ କ୍ଲାସ ହେବ। ତେବେ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଜିଲ୍ଲାପାଳ ସମୟ ନିର୍ଘଣ୍ଟ ବଦଳାଇ ପାରିବେ। ଏନେଇ ପ୍ରେସ୍‌ ରିଲିଜ ଯୋଗେ ସ୍ପଷ୍ଟ କଲା ସୂଚନା ଓ ଲୋକସମ୍ପର୍କ ବିଭାଗ। ପୂର୍ବରୁ ଗ୍ରୀଷ୍ମ ଲହରୀ ପ୍ରବାହିତ ହେଉଥିବାରୁ ସରକାରଙ୍କ ପକ୍ଷରୁ ସ୍କୁଲ ଛୁଟି ହେବର ସୂଚନା ଦିଆଯାଇଥିଲା।

Leave a Reply

Your email address will not be published. Required fields are marked *