0 min read
Latest ଆଞ୍ଚଳିକ ଓଡ଼ିଶା

ହରିଶ୍ଚନ୍ଦ୍ର ସହାୟତା ରାଶିରେ ବୃଦ୍ଧି କଲେ ମୁଖ୍ୟମନ୍ତ୍ରୀ । ପ୍ରତି ପଞ୍ଚାୟତରେ ପାଇଁ ୧୫ ହଜାର ଟଙ୍କାର ରିଭଲଭିଂ ଫଣ୍ଡ ।

ଶବ୍ଦ ଓଡିଶା ବ୍ୟୁରୋ: ଗରିବ ଲୋକମାନେ ଯେପରି ତାଙ୍କ ପ୍ରିୟଜନଙ୍କ ଅନ୍ତେଷ୍ଟିକ୍ରିୟା ସଂପାଦନରେ କୌଣସି ଅସୁବିଧାର ସମ୍ମୁଖୀନ ନହୁଅନ୍ତି, ତାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଆରମ୍ଭ କରିଛନ୍ତି ହରିଶ୍ଚନ୍ଦ୍ର ସହାୟତା ଯୋଜନା । [more…]

0 min read
Latest ଆଞ୍ଚଳିକ ଓଡ଼ିଶା

ଚୁକ୍ତିଭିତିକ ଶିକ୍ଷକଙ୍କ ପାଇଁ ଖୁସି ଖବର, ନିୟମିତ ହେବେ ଶିକ୍ଷକ

ଶବ୍ଦ ଓଡିଶା ବ୍ୟୁରୋ: ନିୟମିତ ହେବେ ଚୁକ୍ତିଭିତିକ ଶିକ୍ଷକ । ୬ ମାସ ପରେ ନିଷ୍ପତି ନେଲା ଗଣଶିକ୍ଷା ବିଭାଗ । ଉପକୃତ ହେବେ ୧୮ ହଜାରରୁ ଅଧିକ ଶିକ୍ଷକ । ନିୟମିତ ଦାବିରେ [more…]

0 min read
Latest ଆଞ୍ଚଳିକ ଓଡ଼ିଶା

୨ଦିନ ପାଇଁ ହିଟ୍ ୱେଭ ଜାରି କଲା ପାଣିପାଗ ବିଭାଗ

ଶବ୍ଦ ଓଡିଶା ବ୍ୟୁରୋ: ତାତିରୁ ମିଳିବନି ତ୍ରାହି । ୨ଦିନ ମଧ୍ୟରେ ୩ରୁ ୫ଡିଗ୍ରୀ ଯାଏଁ ତାପମାତ୍ରା ବଢିବା ନେଇ ପାଣିପାଗ ବିଭାଗ ଆକଳନ କରିଛି । ଏବଂ ୨ଦିନ ପାଇଁ ହିଟ୍ ୱେଭ [more…]

0 min read
Latest ଆଞ୍ଚଳିକ ଓଡ଼ିଶା

ଆଜି ପଣା ସଂକ୍ରାନ୍ତି ତଥା ଓଡିଆ ନୂଆବର୍ଷ

ଶବ୍ଦ ଓଡିଶା ବ୍ୟୁରୋ: ଆଜି ପଣାସଂକ୍ରାନ୍ତି ତଥା ଓଡ଼ିଆ ନୂଆବର୍ଷ । ସାରା ଓଡ଼ିଶାରେ ନୂଆବର୍ଷ ପାଳନ ପାଇଁ ଆୟୋଜନ କରାଯାଇଛି । ପଣାସଂକ୍ରାନ୍ତି ପାଇଁ ଚଳଚଞ୍ଚଳ ହୋଇପଡିଛି ମନ୍ଦିର ଓ ମଠ । [more…]

1 min read
Latest ଆଞ୍ଚଳିକ ଓଡ଼ିଶା

ବେଦାନ୍ତ ବିଶ୍ୱବିଦ୍ୟାଳୟରେ ପଡିଲା ପୂର୍ଣ୍ଣଚ୍ଛେଦ, ଅହେତୁକ ଅନୁକମ୍ପା ପାଇଁ ରାଜ୍ୟ ସରକାରଙ୍କୁ ସୁପ୍ରିମକୋର୍ଟଙ୍କ ଭର୍ତ୍ସନା

ଶବ୍ଦ ଓଡିଶା ବ୍ୟୁରୋ: ବେଦାନ୍ତ ବିଶ୍ୱବିଦ୍ୟାଳୟରେ ପୂର୍ଣ୍ଣଚ୍ଛେଦ । ପୁରୀ-କୋଣାର୍କ ମେରାଇନ ଡ୍ରାଇଭର ବେଲଦଳ ଅଞ୍ଚଳରେ ପ୍ରସ୍ତାବିତ ବେଦାନ୍ତ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ମାମଲାରେ ଜମି ଅଧିଗ୍ରହଣକୁ ବେଆଇନ କହିଛନ୍ତି ସୁପ୍ରିମକୋର୍ଟ । ଏହା ସହ [more…]

0 min read
Latest ଆଞ୍ଚଳିକ ଓଡ଼ିଶା

ଝାରସୁଗୁଡ଼ା ଉପନିର୍ବାଚନ; ଆଜିଠୁ ନାମାଙ୍କନପତ୍ର ଦାଖଲ

ଶବ୍ଦ ଓଡିଶା ବ୍ୟୁରୋ: ଝାରସୁଗୁଡା ବିଧାନସଭା ଆସନରେ ହେବାକୁ ଥିବା ଉପନିର୍ବାଚନ ପାଇଁ ଆଜି ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ ପାଇବ। ଆଜିଠାରୁ ଉପଜିଲ୍ଲାପାଳ ଅଫିସରେ ନାମାଙ୍କନପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହେବ ବୋଲି [more…]

0 min read
Latest ଆଞ୍ଚଳିକ ଓଡ଼ିଶା

ହନୁମାନ ଜୟନ୍ତୀ ପୂର୍ବରୁ ସମ୍ବଲପୁରରେ ୧୪୪ ଧାରା

ଶବ୍ଦ ଓଡିଶା ବ୍ୟୁରୋ: ହନୁମାନ ଜୟନ୍ତୀ ପୂର୍ବରୁ ସମ୍ବଲପୁରରେ ଜାରି ହୋଇଛି ୧୪୪ ଧାରା। ସହରର ୬ଟି ଥାନା ଅଞ୍ଚଳରେ ୧୪୪ ଧାରା ଜାରି କରାଯାଇଛି। ଆସନ୍ତାକାଲି ହନୁମାନ ଜୟନ୍ତୀ ଥିବାରୁ କୌଣସି ବିଶୃଙ୍ଖଳା [more…]

0 min read
Latest ଆଞ୍ଚଳିକ ଓଡ଼ିଶା

ଜଗତସିଂହପୁରରେ ଏସିଡ୍ ମାଡ, ପରିବାର ସ୍ୱାମୀ, ସ୍ତ୍ରୀ, ଝିଅ ଉପରେ ଆକ୍ରମଣ

ଶବ୍ଦ ଓଡିଶା ବ୍ୟୁରୋ: ଜଗତସିଂହପୁରରେ ଏସିଡ୍ ମାଡ । ପାରିବାରିକ ଗଣ୍ଡଗୋଳକୁ ନେଇ ଏସିଡ୍ ମାଡ କରାଯାଇଥିବା ସନ୍ଦେହ କରାଯାଇଛି । ଘଟଣାରେ ଆକ୍ରମଣକାରୀଙ୍କ ସମେତ ୫ଜଣ ଆହତ ହୋଇଛନ୍ତି । ଆକ୍ରମଣରେ ଏକ [more…]

0 min read
Latest ଆଞ୍ଚଳିକ ଓଡ଼ିଶା

ଖରାରେ ସିଝୁଛି ସାରା ଓଡ଼ିଶା, ୪୦ ଡିଗ୍ରୀ ଉପରେ ୧୪ ସହର

ଶବ୍ଦ ଓଡିଶା ବ୍ୟୁରୋ: ଖରାରେ ସିଝୁଛି ସାରା ଓଡ଼ିଶା । ୪୦ ଡିଗ୍ରୀ ଉପରେ ୧୪ ସହରର ତାପମାତ୍ରା ରହିଛି । ଆହୁରି ତାପମାତ୍ରା ବଢିବା ନେଇ ପାଣିପାଗ ବିଭାଗରେ ଆକଳନ କରିଛି । [more…]

0 min read
Latest ଆଞ୍ଚଳିକ ଓଡ଼ିଶା

ଝାରସୁଗୁଡା ଉପନିର୍ବାଚନ: ଟଙ୍କଧରଙ୍କ ନାମରେ ମୋହର ମାରିଲା ବିଜେପିର କେନ୍ଦ୍ରୀୟ ନିର୍ବାଚନ ସମିତି

ଶବ୍ଦ ଓଡିଶା ବ୍ୟୁରୋ: ଝାରସୁଗୁଡା ଉପନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ବିଜେପି । ମେ ୧୦ ତାରିଖରେ ହେବାକୁ ଥିବା ଏହି ଉପନିର୍ବାଚନରେ ଟଙ୍କଧର ତ୍ରିପାଠୀଙ୍କୁ ପ୍ରାର୍ଥୀ କରିଛି ଦଳ । ବିଜେପିର [more…]