Mon. Nov 30th, 2026

Category: ଦେଶ ଖବର

ବ୍ୟାଙ୍କ ଆକାଉଣ୍ଟ ଥିଲେ ଜାଣନ୍ତୁ ଏହି କଥା

ଆପଣ ଜାଣିଛନ୍ତି କି? ଜଣେ ବ୍ୟକ୍ତିର କେତୋଟି ବ୍ୟାଙ୍କ ଆକାଉଣ୍ଟ ରହିବା ଉଚିତ୍? ଅନେକ ବ୍ୟାଙ୍କ ଏକ ସଞ୍ଚୟ ଖାତା ଖୋଲିବା ପାଇଁ ଲାଭଜନକ ସ୍କିମ୍ ପ୍ରଦାନ କରନ୍ତି ଏବଂ ପ୍ରଦାନ କରାଯାଇଥିବା ସେବା ଏବଂ ସୁବିଧା ଭିନ୍ନ ହୋଇପାରେ, ଯାହା…

ଯୁଦ୍ଧରେ ଶାନ୍ତି ପାଇଁ ମୋଦି ହିଁ ଭରସା: ମେକ୍ସିକୋ

ରୁଷ ଓ ୟୁକ୍ରେନ ମଧ୍ୟରେ ଚାଲିଥିବା ଘମାଘୋଟ ଯୁଦ୍ଧ ମଧ୍ୟରେ ଶାନ୍ତି ପ୍ରତିଷ୍ଠା ପାଇଁ ପ୍ରସ୍ତାବ ଦେଇଛି ମେକ୍ସିକୋ। ଦୁଇ ଦେଶ ମଧ୍ୟରେ ସ୍ଥାୟୀ ଶାନ୍ତି ପ୍ରତିଷ୍ଠା ପାଇଁ ଜାତିସଂଘ ଗୋଟିଏ କମିଟି ଗଠନ କରୁ। ଏହି କମିଟିରେ ଭାରତର ପ୍ରଧାନମନ୍ତ୍ରୀ…

ପହିଲାରେ ଲଞ୍ଚ ହେବ ୫ଜି ସେବା

ଅକ୍ଟୋବର ପହିଲାରୁ ଦେଶରେ ଆରମ୍ଭ ହେବାକୁ ଯାଉଛି ୫-ଜି ସେବା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଇଣ୍ଡିଆ ମୋବାଇଲ କଂଗ୍ରେସରେ ଏହି ସେବାର ଶୁଭ ଉଦଘାଟନ କରିବେ । ଅକ୍ଟୋବର ୧ତାରିଖରୁ ଦେଶରେ ୫ଜି ସେବା ଆରମ୍ଭ ହେବାକୁ ଯାଉଛି ।…

ମାର୍କେଟକୁ ଆସିବ ଦୁନିଆର ୨ୟ ୨୦୦ମେଗାପିକ୍ସେଲର କ୍ୟାମେରା ଥିବା ସ୍ମାର୍ଟଫୋନ

ଡିଜିଟାଲ ଦୁନିଆରେ ଖୁବ ଶୀଘ୍ର ଆସିବାକୁ ଯାଉଛି ସାମସଙ୍ଗର ନୂଆ ମଡେଲ। ଯାହାର ନାଁ ରହିଛି ସାମସଙ୍ଗ ଗାଲାକ୍ସି ଏସ ୨୩ ଅଲଟ୍ରା। ଅଫିସିଆଲ ଲଞ୍ଚିଂ ପୂର୍ବରୁ ହିଁ ଏହି ମୋବାଇଲ ବିଷୟରେ ସୂଚନା ସାମନାକୁ ଆସିଛି । ଏକ ରିପୋର୍ଟ…

ଦୁଇ ଗୁଣା ଅଧିକ ଦାମ୍‌ରେ ଏଲ୍‌ଏନ୍‌ଜି କିଣୁଛି ଭାରତ

ରୁଷ୍‌ରୁ ରିହାତି ଦାମ୍‌ରେ ତେଲ ଓ ଗ୍ୟାସ୍‌ କିଣି ଅନ୍ୟ ଗ୍ରାହକମାନଙ୍କୁ ଅଣଦେଖା କରିବାର ଫଳ କେତେ ଭୟଙ୍କର ହୋଇପାରେ ତାହାର ଝଲକ ଦେଖିବାକୁ ମିଳିଛି। ଭାରତର ଆମଦାନି ବରାଦକୁ ରୁଷ୍‌ ବାତିଲ କରିବା ପରେ ଏବେ ବାଧ୍ୟ ହୋଇ ଦୁଇ…

ସ୍ପେଶ ଟୁରିଜିମ୍ କରାଇବ ଚୀନ

ଲୋକମାନେ, ପାହାଡ଼, ଗ୍ଲେସିୟର, ଐତିହାସିକ ସ୍ଥାନ ସହ ଏଭଳି ଅନେକ ରୋମାଞ୍ଚକର ସ୍ଥାନକୁ ନିଶ୍ଚୟ ଯାଇଥାନ୍ତି । କିନ୍ତୁ ଏବେ ଆପଣ ପୃଥିବୀ ବାହାରର ଦୁନିଆ ଦେଖିପାରିବେ । ଚୀନ୍ ୨୦୨୫ ସୁଦ୍ଧା ସ୍ପେଶ ଟୁରିଜିମ୍ ଆରମ୍ଭ କରିବାକୁ ଯାଉଛି ।…

ପୁଟିନ ବାହିନୀରେ ସେନା ସଙ୍କଟ

ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ଙ୍କ ୟୁକ୍ରେନ୍‌ ଦଖଲ ସ୍ବପ୍ନ ଧୂଳିସାତ ହେବା ପରେ ତାଙ୍କ ଶକ୍ତିଶାଳୀ ସେନା କ୍ରମଶଃ ଦୁର୍ବଳ ହେବାରେ ଲାଗିଛି। ଆମେରିକା ସମେତ ପାଶ୍ଚାତ୍ୟ ରାଷ୍ଟ୍ରଗୁଡ଼ିକ ପକ୍ଷରୁ ମିଳୁଥିବା ସାମରିକ ସହାୟତାର ସଦୁପଯୋଗ କରି ୟୁକ୍ରେନ୍‌ ରୁଷୀୟ ପ୍ରତିପକ୍ଷକୁ…

ଏଲିଜାବେଥଙ୍କୁ ଶେଷ ବିଦାୟ…

ଶେଷ ବିଦାୟ ନେବେ ରାଣୀ। ଆଜି ୱେଷ୍ଟମିନିଷ୍ଟର ଆବେରେ ରାଜକୀୟ ପରମ୍ପରାରେ ହେବ ମହାରାଣୀ ଏଲିଜାବେଥ ଦ୍ୱିତୀୟଙ୍କ ଅନ୍ତ୍ୟେଷ୍ଟି । ଭାରତୀୟ ସମୟ ଅନୁସାରେ ଅପରାହ୍ଣ ୪ଟା ୩୦ରେ ଆରମ୍ଭ ହେବ ଶେଷକୃତ୍ୟ କାର୍ଯ୍ୟକ୍ରମ। ଲଣ୍ଡନର ସମୟ ସକାଳ ୮ଟାରୁ ଅତିଥିଙ୍କ…

ତଳକୁ ଖସିପାରେ ତୈଳ ଦର

ଖୁବଶୀଘ୍ର କମିପାରେ ତେଲ ଦର। ଏବେ ଅଶୋଧିତ ତୈଳ ବ୍ୟାରେଲ ପିଛା ୯୦ ଡଲାରରେ ବିକ୍ରି ହେଉଛି । ଗତ ମେ ୨୧ ତାରିଖରେ କେନ୍ଦ୍ର ସରକାର ପେଟ୍ରୋଲ-ଡିଜେଲ ଉପର ଏକ୍ସାଇଜ ଡ୍ୟୁଟି ହ୍ରାସ କରିଥିଲେ । ଏହା ପରେ ସାରା…

ମୋଦିଙ୍କ ଜନ୍ମଦିନରେ ଚିତାକୁ ସ୍ୱାଗତ

ଦୀର୍ଘ ୭୦ ବର୍ଷ ପରେ ଭାରତ ଦେଖିଛି ଚିତାବାଘ । ଦକ୍ଷିଣ ଆଫିକ୍ରୀୟ ଦେଶ ନାମିବ୍ୟାରୁ ସ୍ୱତନ୍ତ୍ର ବିମାନରେ ୮ ଚିତାବାଘ ପହଞ୍ଚିବା ପରେ ମଧ୍ୟପ୍ରଦେଶର କୁନୋ ଜାତୀୟ ଉଦ୍ୟାନରେ ଛଡ଼ା ହୋଇଛନ୍ତି । ଆଜି ନିଜର ୭୨ତମ ଜନ୍ମିଦନରେ ପ୍ରଧାନମନ୍ତ୍ରୀ…