0 min read
Latest ଦେଶ ଖବର ଦେଶ ବିଦେଶ

ଯୁଦ୍ଧରେ ଶାନ୍ତି ପାଇଁ ମୋଦି ହିଁ ଭରସା: ମେକ୍ସିକୋ

ରୁଷ ଓ ୟୁକ୍ରେନ ମଧ୍ୟରେ ଚାଲିଥିବା ଘମାଘୋଟ ଯୁଦ୍ଧ ମଧ୍ୟରେ ଶାନ୍ତି ପ୍ରତିଷ୍ଠା ପାଇଁ ପ୍ରସ୍ତାବ ଦେଇଛି ମେକ୍ସିକୋ। ଦୁଇ ଦେଶ ମଧ୍ୟରେ ସ୍ଥାୟୀ ଶାନ୍ତି ପ୍ରତିଷ୍ଠା ପାଇଁ ଜାତିସଂଘ ଗୋଟିଏ କମିଟି ଗଠନ [more…]

1 min read
Latest ଦେଶ ଖବର ଦେଶ ବିଦେଶ

ପହିଲାରେ ଲଞ୍ଚ ହେବ ୫ଜି ସେବା

ଅକ୍ଟୋବର ପହିଲାରୁ ଦେଶରେ ଆରମ୍ଭ ହେବାକୁ ଯାଉଛି ୫-ଜି ସେବା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଇଣ୍ଡିଆ ମୋବାଇଲ କଂଗ୍ରେସରେ ଏହି ସେବାର ଶୁଭ ଉଦଘାଟନ କରିବେ । ଅକ୍ଟୋବର ୧ତାରିଖରୁ ଦେଶରେ ୫ଜି [more…]

0 min read
Latest Trending ଦେଶ ଖବର ଦେଶ ବିଦେଶ

ମାର୍କେଟକୁ ଆସିବ ଦୁନିଆର ୨ୟ ୨୦୦ମେଗାପିକ୍ସେଲର କ୍ୟାମେରା ଥିବା ସ୍ମାର୍ଟଫୋନ

ଡିଜିଟାଲ ଦୁନିଆରେ ଖୁବ ଶୀଘ୍ର ଆସିବାକୁ ଯାଉଛି ସାମସଙ୍ଗର ନୂଆ ମଡେଲ। ଯାହାର ନାଁ ରହିଛି ସାମସଙ୍ଗ ଗାଲାକ୍ସି ଏସ ୨୩ ଅଲଟ୍ରା। ଅଫିସିଆଲ ଲଞ୍ଚିଂ ପୂର୍ବରୁ ହିଁ ଏହି ମୋବାଇଲ ବିଷୟରେ ସୂଚନା [more…]

1 min read
Latest Popular ଦେଶ ଖବର ଦେଶ ବିଦେଶ

ଦୁଇ ଗୁଣା ଅଧିକ ଦାମ୍‌ରେ ଏଲ୍‌ଏନ୍‌ଜି କିଣୁଛି ଭାରତ

ରୁଷ୍‌ରୁ ରିହାତି ଦାମ୍‌ରେ ତେଲ ଓ ଗ୍ୟାସ୍‌ କିଣି ଅନ୍ୟ ଗ୍ରାହକମାନଙ୍କୁ ଅଣଦେଖା କରିବାର ଫଳ କେତେ ଭୟଙ୍କର ହୋଇପାରେ ତାହାର ଝଲକ ଦେଖିବାକୁ ମିଳିଛି। ଭାରତର ଆମଦାନି ବରାଦକୁ ରୁଷ୍‌ ବାତିଲ କରିବା [more…]

1 min read
Latest Trending ଦେଶ ଖବର ଦେଶ ବିଦେଶ ବିଜ୍ଞାନ

ସ୍ପେଶ ଟୁରିଜିମ୍ କରାଇବ ଚୀନ

ଲୋକମାନେ, ପାହାଡ଼, ଗ୍ଲେସିୟର, ଐତିହାସିକ ସ୍ଥାନ ସହ ଏଭଳି ଅନେକ ରୋମାଞ୍ଚକର ସ୍ଥାନକୁ ନିଶ୍ଚୟ ଯାଇଥାନ୍ତି । କିନ୍ତୁ ଏବେ ଆପଣ ପୃଥିବୀ ବାହାରର ଦୁନିଆ ଦେଖିପାରିବେ । ଚୀନ୍ ୨୦୨୫ ସୁଦ୍ଧା ସ୍ପେଶ [more…]

1 min read
Latest Trending ଦେଶ ଖବର ଦେଶ ବିଦେଶ

ପୁଟିନ ବାହିନୀରେ ସେନା ସଙ୍କଟ

ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ଙ୍କ ୟୁକ୍ରେନ୍‌ ଦଖଲ ସ୍ବପ୍ନ ଧୂଳିସାତ ହେବା ପରେ ତାଙ୍କ ଶକ୍ତିଶାଳୀ ସେନା କ୍ରମଶଃ ଦୁର୍ବଳ ହେବାରେ ଲାଗିଛି। ଆମେରିକା ସମେତ ପାଶ୍ଚାତ୍ୟ ରାଷ୍ଟ୍ରଗୁଡ଼ିକ ପକ୍ଷରୁ ମିଳୁଥିବା ସାମରିକ ସହାୟତାର [more…]

0 min read
Latest ଦେଶ ଖବର ଦେଶ ବିଦେଶ

ଏଲିଜାବେଥଙ୍କୁ ଶେଷ ବିଦାୟ…

ଶେଷ ବିଦାୟ ନେବେ ରାଣୀ। ଆଜି ୱେଷ୍ଟମିନିଷ୍ଟର ଆବେରେ ରାଜକୀୟ ପରମ୍ପରାରେ ହେବ ମହାରାଣୀ ଏଲିଜାବେଥ ଦ୍ୱିତୀୟଙ୍କ ଅନ୍ତ୍ୟେଷ୍ଟି । ଭାରତୀୟ ସମୟ ଅନୁସାରେ ଅପରାହ୍ଣ ୪ଟା ୩୦ରେ ଆରମ୍ଭ ହେବ ଶେଷକୃତ୍ୟ କାର୍ଯ୍ୟକ୍ରମ। [more…]

1 min read
Latest Trending ଦେଶ ଖବର ଦେଶ ବିଦେଶ

ତଳକୁ ଖସିପାରେ ତୈଳ ଦର

ଖୁବଶୀଘ୍ର କମିପାରେ ତେଲ ଦର। ଏବେ ଅଶୋଧିତ ତୈଳ ବ୍ୟାରେଲ ପିଛା ୯୦ ଡଲାରରେ ବିକ୍ରି ହେଉଛି । ଗତ ମେ ୨୧ ତାରିଖରେ କେନ୍ଦ୍ର ସରକାର ପେଟ୍ରୋଲ-ଡିଜେଲ ଉପର ଏକ୍ସାଇଜ ଡ୍ୟୁଟି ହ୍ରାସ [more…]

1 min read
Latest Trending ଦେଶ ଖବର

ମୋଦିଙ୍କ ଜନ୍ମଦିନରେ ଚିତାକୁ ସ୍ୱାଗତ

ଦୀର୍ଘ ୭୦ ବର୍ଷ ପରେ ଭାରତ ଦେଖିଛି ଚିତାବାଘ । ଦକ୍ଷିଣ ଆଫିକ୍ରୀୟ ଦେଶ ନାମିବ୍ୟାରୁ ସ୍ୱତନ୍ତ୍ର ବିମାନରେ ୮ ଚିତାବାଘ ପହଞ୍ଚିବା ପରେ ମଧ୍ୟପ୍ରଦେଶର କୁନୋ ଜାତୀୟ ଉଦ୍ୟାନରେ ଛଡ଼ା ହୋଇଛନ୍ତି । [more…]

1 min read
Latest ଦେଶ ଖବର ବିଜ୍ଞାନ

ଦୁବାଇରେ ନିର୍ମାଣ ହେବ ଚନ୍ଦ୍ରପୃଷ୍ଠ

ବିଳାସପୂର୍ଣ୍ଣ ଅଟ୍ଟାଳିକା, ଅତ୍ୟାଧୁନିକ ଭିତ୍ତିଭୂମି ନିର୍ମାଣର ଘର କୁହାଯାଉଥିବା ଦୁବାଇ ଏବେ ପର୍ଯ୍ୟଟକଙ୍କୁ ଆହୁରି ଆକର୍ଷିତ କରିବାକୁ ଯାଉଛି। ଖୁବଶୀଘ୍ର ଚନ୍ଦ୍ର ଆକୃତିର ରିସର୍ଟ ନିର୍ମାଣ କରିବାକୁ ଯାଉଛି। ପର୍ଯ୍ୟଟକଙ୍କ ରହିବା ନିମନ୍ତେ ଏହି [more…]