ମହିଳା କୁସ୍ତି ଯୋଦ୍ଧାଙ୍କ ଅଭିଯୋଗ ଉପରେ ପ୍ରତିକ୍ରିୟା ରଖିଲେ ବ୍ରିଜଭୂଷଣ ସିଂହ
ଶବ୍ଦ ଓଡିଶା ବ୍ୟୁରୋ: ମହିଳା କୁସ୍ତି ଯୋଦ୍ଧାଙ୍କ ଯୌନ ଉତ୍ପୀଡନ ମାମଲାରେ ଭାରତୀୟ କୁସ୍ତି ମହାସଂଘର ମୁଖ୍ୟ ତଥା ଭାଜପା ସାଂସଦ ବ୍ରିଜଭୂଷଣ ସରଣ ସିଂହ ମୁହଁ ଖୋଲିଛନ୍ତି । ରବିବାରରେ ସେ କହିଛନ୍ତି, ହରିୟାଣାର ୯୦ ପ୍ରତିଶତ ଖେଳାଳି ଏବଂ…