Sun. Nov 29th, 2026

Tag: #sabdaodisha

ଓଡିଶାରେ ବର୍ଷକୁ ୧ ଲକ୍ଷ କୋଟି ଟଙ୍କା ଲୁଟ୍ ହେଉଛି, ହାଟଡିହି ବ୍ଲକ ଘେରାଓ କାର୍ଯ୍ୟକ୍ରମରେ ବିଜେପି ସଭାପତି ମନମୋହନ ସାମଲ

ଭୁବନେଶ୍ଵର : ଓଡ଼ିଶାରେ ସରକାର କିଏ ଚଳାଉଛି ଓ କେମିତି ଚାଲୁଛି ? ଦୁର୍ନୀତି, ଭ୍ରଷ୍ଟାଚାର, ବ୍ୟଭିଚାରରେ ଓଡିଶା ରାଜ୍ୟ ସମସ୍ତ ସୀମା ଅତିକ୍ରମ କରିସାରିଛି । ଏପରିକି ଗଣତନ୍ତ୍ର ଓ ପଂଚାୟତରାଜ ବ୍ୟବସ୍ଥା ସଂପୂର୍ଣ୍ଣ ଭୁଷୁଡି ପଡିଛି । ଗତ…

କାଲିଠୁ ଶୀତ ଅଧିବେସନ,ସୁରକ୍ଷା କଡ଼ାକଡ଼ି

ଭୁବନେଶ୍ବର: ମଙ୍ଗଳବାରଠାରୁ ବିଧାନସଭାର ଶୀତକାଳୀନ ଅଧିବେଶନ। ଏଥିପାଇଁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ନିୟୋଜିତ ହେବେ ୨୮ ପ୍ଲାଟୁନ ଫୋର୍ସ । ୩ ଥାକିଆ ସୁରକ୍ଷା ବଳୟରେ ରହିବ ବିଧାନସଭା । ବିଧାନସଭା ଚାଲୁଥିବା ବେଳେ ସାଧାରଣ ଲୋକଙ୍କ ପାଇଁ ଟ୍ରାଫିକ…

ମହମ୍ମଦ ସାମି ଭାବବିହ୍ୱଳ ସୋସିଆଲ ମିଡିଆ ପୋଷ୍ଟ

ବିଶ୍ବକପ ୨୦୨୩ ଭାରତରେ ଅନୁଷ୍ଠିତ ହୋଇଥିଲେ ସୁଦ୍ଧା ଘରୋଇ ଦଳ ହାତରୁ ଟ୍ରଫି ଚାଲିଯାଇଛି । ସମ୍ପୂର୍ଣ୍ଣ ଟୁର୍ଣ୍ଣାମେଣ୍ଟରେ ଦଳ ଭଲ ପ୍ରଦର୍ଶନ କରିଥିଲେ ସୁଦ୍ଧା ଫାଇନାଲରେ ପ୍ରଂଶସକଙ୍କୁ ନିରାଶ କରିଥିଲେ । ଭାରତର ପରାଜୟକୁ ନେଇ ସବୁଠି ଚର୍ଚ୍ଚା ଆରମ୍ଭ…

ସ୍ବତନ୍ତ୍ର କୋଶଳ ପ୍ରଦେଶ ଗଠନ ଦାବିରେ ସୁବର୍ଣ୍ଣପୁର ଜିଲ୍ଲା ବନ୍ଦ

ସ୍ବତନ୍ତ୍ର କୋଶଳ ପ୍ରଦେଶ ଗଠନ ଦାବିରେ ସୁବର୍ଣ୍ଣପୁର ଜିଲ୍ଲା ବନ୍ଦ ରହିଥିବା ଦେଖାଦେଇଛି । ଆଜି ସାରା ପଶ୍ଚିମ ଓଡିଶାରେ କୋଶଳ ମହାବନ୍ଦ ପାଳନ କରାଯାଉଥିବା ବେଳେ ସୁବର୍ଣ୍ଣପୁର ଜିଲ୍ଲାରେ ମଧ୍ୟ ଏହାର ପ୍ରଭାବ ଦେଖିବାକୁ ମିଳିଛି । ସକାଳ ୬ଟାରୁ…

ଛତିଶଗଡ ଦ୍ଵିତୀୟ ପର୍ଯ୍ୟାୟ ମତଦାନରେ ନକ୍ସଲ ହିଂସା ଜଣେ ସହିଦ

ଚନ୍ଦାହାଣ୍ଡି : ନବରଙ୍ଗପୁର ଜିଲ୍ଲା ପଡୋଶୀ ଛତିଶଗଡ ରାଜ୍ୟର ଦ୍ୱିତୀୟ ପର୍ଯ୍ୟାୟ ମତଦାନ ବେଳେ ଦେଖିବାକୁ ମିଳିଛି ନକ୍ସଲ ହିଂସା । ଗରିୟାବନ୍ଦ ଜିଲ୍ଲା ମେନପୁର ବ୍ଲକର ଅତି ସମ୍ବେଦନଶୀଳ ବୁଥ୍ ବଡଗୋବରା ମତଦାନ କେନ୍ଦ୍ରରୁ ପୁଲିଂ ଟିମକୁ ସୁରକ୍ଷାଦେଇ ଆଣୁ…

ରାୟଗଡ଼ ଜିଲ୍ଲାରେ ସ୍ୱାସ୍ଥ୍ୟସେବା ଡ୍ରୋନ୍ ବିତରଣ ନେଟୱାର୍କ ଉଦଘାଟିତ

ରାୟଗଡ: ରିପୋର୍ଟ-( ଅଜିତେଶ ପଟ୍ଟନାୟକ) ରାୟଗଡ ଜିଲ୍ଲାରେ ସ୍ୱାସ୍ଥ୍ୟସେବାକୁ ଅଧିକ ବିସ୍ତାରିତ କରିବା ପାଇଁ USAID ସମର୍ଥିତ SAMRIDH ଏବଂ IPE ଗ୍ଲୋବାଲ ଦ୍ଵାରା କାର୍ଯ୍ୟକାରୀ ସଂସ୍ଥା REDWING ଭଳି ଅଗ୍ରଣୀ ଷ୍ଟାର୍ଟଅପ୍ ଅନୁଷ୍ଠାନ ସହଯୋଗରେ ଆଜି ବାରିଝୋଲା ସ୍ଥିତ ଜିଲ୍ଲା…

ଦିଲ୍ଲୀର ମାଲଭିଆ ନଗର ଅଞ୍ଚଳରେ ହିଟ୍ ଓ ରନ୍ ମାମଲା ,ଦୁର୍ଘଟଣାର ସିସିଟିଭି ଫୁଟେଜ

ଗତକାଲି ସନ୍ଧ୍ୟାରେ ଦକ୍ଷିଣ ଦିଲ୍ଲୀର ମାଲଭିଆ ନଗର ଅଞ୍ଚଳରେ ହିଟ୍ ଓ ରନ୍ ମାମଲା ସାମ୍ନାକୁ ଆସିଛି। ଯେଉଁଥିରେ ଏକ ଦ୍ରୁତ ଗତିରେ ଆସୁଥିବା ଗାଡି ଘର ବାହାରେ ପାର୍କିଂ ହୋଇଥିବା ଅନ୍ୟ ଏକ ଗାଡି ସହିତ ଧକ୍କା ହୋଇଥିଲା |…

ଆଦିବାସୀଙ୍କ ଜମି ବିକ୍ରି ନିଷ୍ପତି ପ୍ରତ୍ୟାହାର ଦାବି, ନୂଆ ନିୟମ ଲାଗୁ ହେଲେ ଜମି ହରାଇବେ ଆଦିବାସୀ

 ରାଜ୍ୟ ସରକାର ଆଦିବାସୀଙ୍କ ଜମିକୁ ବ୍ୟବସାୟୀ, ଜମି ମାଫିଆ, ଠିକାଦାରଙ୍କ ହାତକୁ ଟେକି ଦେବାର ଷଡଯନ୍ତ୍ର କରିଛନ୍ତି ରାଜ୍ୟ ସରକାର ଆଣିଥିବା ଏହି ନୂଆ ନିୟମ ଲାଗୁ ହେଲେ ଆଦିବାସୀମାନେ ସେମାନଙ୍କର ଜମି ହରାଇବେ ଅସାଧୁ ଜମି ମାଫିଆମାନେ ଆଦିବାସୀଙ୍କ…

ସୁବର୍ଣ୍ଣପୁର ଜିଲ୍ଲା ସାମ୍ବାଦିକ ସଙ୍ଘ ଆନୁକୂଲ୍ୟରେ ଜାତୀୟ ପ୍ରେସ ଦିବସ ପାଳିତ

ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ଜିଲ୍ଲା ସାମ୍ବାଦିକ ସଙ୍ଘ ଆନୁକୂଲ୍ୟରେ ଜାତୀୟ ପ୍ରେସ ଦିବସ ପାଳିତ ହୋଇଯାଇଛି l ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସମ୍ମିଳନୀ କକ୍ଷ ରେ ଜିଲ୍ଲା ସଙ୍ଘର ସଭାପତି ଗୋରେଖ ନାଥ ସାହୁ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ସୁବର୍ଣ୍ଣପୁର ଜିଲ୍ଲପାଳ…