Thu. Oct 15th, 2026

ଦକ୍ଷିଣ ଆଫ୍ରିକାର ପାଇଲଟଙ୍କ ସହ ଏକ ଆଶ୍ଚର୍ଯ୍ୟଜନକ ଘଟଣା ଘଟିଛି। ପାଇଲଟ ରୁଡୋଲ୍ଫ ଏରସ୍ମସଙ୍କ ପାଇଁ ଏହା ଏକ ନିତିଦିନିଆ ବିମାନ ଥିଲା। ଯେପର୍ଯ୍ୟନ୍ତ ସେ ଅନୁଭବ କଲେ ଯେ, ବିମାନଟି ଆଉ ଜଣେ ଯାତ୍ରୀଙ୍କୁ ନେଇ ଯାଉଛି। ଅର୍ଥାତ୍‌ ବିମାନରେ ଏକ କୋବ୍ରା ସାପ ଥିଲା। ଯାହା ତାଙ୍କ ଆସନ ତଳେ ବୁଲୁଥିଲା।

ଏହା ଦେଖିବା ପରେ ସେ ବିମାନକୁ ଜରୁରୀ ଅବତରଣ କରାଇଥିଲେ। ଫଳରେ ଯାତ୍ରୀଙ୍କ ଜୀବନ ରକ୍ଷା ହୋଇଯାଇଥିଲା। ତାଙ୍କର ଏପରି ସାହସିକତାକୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଉଛି।

Leave a Reply

Your email address will not be published. Required fields are marked *