ଡ଼ଃ ପରିଡ଼ା ଓଡ଼ିଶା ରେ ୬୨ ଟି ଜନଜାତି ଙ୍କ ସ୍ବାସ୍ଥ୍ୟ ସମ୍ବନ୍ଧୀୟ ଗବେଷଣା(ଜିନମସ୍ଟଡି) ଜୀବ ବିଜ୍ଞାନ ସଂସ୍ଥାନ ପକ୍ଷରୁ ଆରମ୍ଭ ହୋଇଛି । ଏହି ଗବେଷଣା ଦ୍ବାରା ଜନଜାତି ଙ୍କ ମଧ୍ୟରେ ରହିଥିବା କୁପୋଷଣ ସମ୍ବନ୍ଧରେ ରିପୋର୍ଟ ମିଳିପାରିବ । ଏହାଛଡା ଜାପାନୀ ଜ୍ୱର , ଚିକୁନଗୁନିଆ, ମ୍ୟାଲେରିଆ, ଡେଙ୍ଗୁ ଭଳି ରୋଗ ଜନଜାତି ଙ୍କ ମଧ୍ୟରେ ରୋଗ ପ୍ରତିରୋଧ କ୍ଷମତା ସମ୍ପର୍କରେ ଜ୍ଞାନ ଅର୍ଜନ କରିବା ସହ ବଂଶାନୁକ୍ରମିକ ରୋଗ ସମ୍ବନ୍ଧରେ ତଥ୍ୟ ମିଳିପାରିବ ବୋଲି ଜୀବ ବିଜ୍ଞାନ ସଂସ୍ଥାନ ନିର୍ଦ୍ଦେଶକ କହିଛନ୍ତି । ଦୁଇ ଦିନ ମଧ୍ୟରେ ସଂଗ୍ରହ ହୋଇଥିବା ନମୁନା ସମ୍ବନ୍ଧରେ ନିର୍ଦ୍ଦେଶକ ଜିଲ୍ଲାପାଳ ଡ଼ଃ ଅଜିତ୍ କୁମାର ମିଶ୍ର ଙ୍କୁ ଅବଗତ କରିବା. ସହ ଏହି ଗବେଷଣା ର ଉଦ୍ଦେଶ୍ୟ ସମ୍ପର୍କରେ ଅବଗତ କରିଥିଲେ । ଏହି ଗବେଷଣା ନବରଙ୍ଗପୁର ଜିଲ୍ଲାରେ ରହିଥିବା ସ୍ବାସ୍ଥ୍ୟ ଜନିତ ସମସ୍ୟା ଆସନ୍ତା ଦିନରେ ସମାଧାନ ହୋଇ ପାରିବ ବୋଲି ସାକ୍ଷାତ ସମୟରେ କହିଥିଲେ । ଏହି ଗବେଷଣା ରେ ଜୀବ ବିଜ୍ଞାନ ସଂସ୍ଥାନ ର ବୈଜ୍ଞାନିକ ଡଃ ରାଜୀବ ସ୍ବାଇଁ, ଡ଼ଃ ସୁନୀଲ ରାଘବ, ଡ଼ଃ ପୁନିତ ପ୍ରସାଦ, ଡ଼ଃ ଶାନ୍ତି ସେନାପତି, ଡ଼ଃ ରୂପେଶ ଦାସ ଓ ଗୁଲାମ ସହିଦ ଭାଗ ନେଇଥିବା ବେଳେ ଟେକ୍ନିକାଲ ଅଧିକାରୀ ଅମିତାଭ ରାଉତରାୟ ସହ ଜୀବ ବିଜ୍ଞାନ ସଂସ୍ଥାନ ର ୨୦ଜଣ କର୍ମଚାରୀ ଭାଗ ନେଇଥିଲେ ।