ଭାରତୀୟ ସେନାର ମିଶନ ସଞ୍ଜିବନୀ

ମିଶନ ସଞ୍ଜିବନୀ । ଭାରତୀୟ ସେନାର ମିଶନ ସଞ୍ଜିବନୀ । ଜୀବନକୁ ବାଜି ଲଗାଇ ଜାମ୍ମୁ -କାଶ୍ମିରୀର ବରଫାବୃତ୍ତ ଅଞ୍ଚଳରେ ଶତୃଙ୍କ ଉପରେ କଡା ନଜର ରଖିଥିବା ଯବାନମାନଙ୍କୁ କରୋନାର ବୁଷ୍ଟର ଡୋଜ ଦେବା ପାଇଁ ସେନା ପକ୍ଷରୁ ଆରମ୍ଭ ହୋଳଇଛି ମିଶନ ସଞ୍ଜିବନୀ । ଡ୍ରୋନ ମାଧ୍ୟମରେ ଦୁର୍ଗମ ଅଞ୍ଚଳକୁ ପଠାଯାଉଛି କରୋନାର ବୁଷ୍ଟର ଡୋଜ । ଜାମ୍ମୁ-କାଶ୍ମିରୀର ସୀମାନ୍ତରେ ମୁତୟନ ହୋଇଥିବା ଯବାନମାନଙ୍କ ନିକଟକୁ ଅତାଧୁନିକ ଜ୍ଞାନକୌଶଳ ମାଧ୍ୟମରେ ପଠାଯାଉଛି ଭାକସିନ । ଭାକସିନ ନେଇ ଯାଉଥିବା ଡ୍ରୋନ ଆକାଶମାର୍ଗରୁ ଠିକଣା ସ୍ଥାନରେ ଡ୍ରପ କରୁଛି । ସେଠାରୁ ଯବାନମାନେ ନେଇ ନିର୍ଦ୍ଦିଷ୍ଟ ସ୍ତାନରେ ପହଞ୍ଚାଇବା ପରେ ଯବାନମାନଙ୍କୁ ଦିଆଯାଉଛି ଭାକସିନ । ମିଶନ ସଞ୍ଜିବନୀ ଭାରତୀୟ ସେନାର ଯବାନମାନଙ୍କୁ କରୋନାରୁ ମୁକ୍ତ କରିଛି ।

You May Also Like

More From Author

+ There are no comments

Add yours