ଅପେକ୍ଷାର ଅନ୍ତ ଘଟିଲା । ନିର୍ବାଚନୀ ମାହୋଲ ଭିତରେ ଆଜି ବିଜେଡି ନିଜର ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିଛି । ବିଜେଡି ପକ୍ଷରୁ ବିଧାନସଭା ଓ ଲୋକସଭା ପ୍ରାର୍ଥୀ ତାଲିକା ଘୋଷଣା କରାଯାଇଛି । ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରାର୍ଥୀ ତାଲିକା ଘୋଷଣା କରିଛନ୍ତି ।ବିଜେଡିର ପ୍ରଥମ ପର୍ୟ୍ୟାୟ ପ୍ରାର୍ଥୀ ଘୋଷଣା କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।
ହିଞ୍ଜିଳିକାଟୁ ବିଧାନସଭା ଆସନରୁ ଲଢ଼ିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ହିଞ୍ଜିଳି ହେଉଛି ମୁଖ୍ୟମନ୍ତ୍ରୀଙ୍କ ପାରମ୍ପରିକ ଆସନ । ଲଗାତାର ଭାବେ ଏହି ଆସନରୁ ବିଜେଡି ସୁପ୍ରିମୋ ବିଧାନସଭାକୁ ନିର୍ବାଚିତ ହେଇ ଆସୁଛନ୍ତି । ଗତଥର ନବୀନ ହିଞ୍ଜିଳି ସହିତ ବିଜେପୁରରୁ ପ୍ରାର୍ଥୀ ହେଇଥିଲେ । ହେଲେ ଦୁଇଟି ଯାକ ଆସନରୁ ବଡ ବ୍ୟବଧାନରେ ଜିତିବା ପରେ ନବୀନ ବିଜେପୁର ଆସନକୁ ଛାଡି ହିଞ୍ଜିଳି ଆସନରୁ ନିଜ ପାଖରେ ରଖିଥିଲେ । ଏହାପରେ ବିଜେପୁରରେ ଉପ ନିର୍ବାଚନ ଅନୁଷ୍ଠିତ ହେଇଥିଲା । ତେବେ ଗତ ବର୍ଷ ହିଞ୍ଜିଳି ବିଧାନସଭା ଆସନରେ ନବୀନ ବଡ ବ୍ୟବଧାନରେ ବିଜେପି ପ୍ରାର୍ଥୀ ପୀତାମ୍ବର ଆଚାର୍ୟ୍ୟଙ୍କୁ ହରାଇଥିଲେ । ଆଉ ବିଧାନସଭାକୁ ନିର୍ବାଚିତ ହେଇଥିଲେ । ଆଉ ଏଥର ପୁଣିଥରେ ନବୀନ ନିଜର ପାରମ୍ପରିକ ଆସନ ହିଞ୍ଜିଳିରୁ ନିର୍ବାଚନ ଲଢିବାକୁ ଯାଉଛନ୍ତି ।
ଲୋକସଭା ପ୍ରାର୍ଥୀ….
ସମ୍ବଲପୁର: ପ୍ରଣବ ପ୍ରକାଶ ଦାସ
କଳାହାଣ୍ଡି: ଲମ୍ବୋଦର ନିଆଲ
ସୁନ୍ଦରଗଡ଼: ଦିଲ୍ଲୀପ ତିର୍କୀ
ମୟୂରଭଞ୍ଜ: ସୁଦାମ ମାରାଣ୍ଡି
କେନ୍ଦ୍ରାପଡ଼ା: ଅଂଶୁମାନ ମହାନ୍ତି
ନବରଙ୍ଗପୁର: ପ୍ରଦୀପ ମାଝୀ
ଭୁବନେଶ୍ୱର: ମନ୍ମଥ ରାଉତରାୟ
କୋରାପୁଟ: କୌଶଲ୍ୟା ହିକକା
ଆସିକା: ରଞ୍ଜିତା ସାହୁ
ବିଜେଡି ବିଧାନସଭା ପ୍ରାର୍ଥୀ
ବିଷମ କଟକ – ଜଗନ୍ନାଥ ସାରକା
ଗୁଣୁପୁର – ରଘୁନାଥ ଗମାଙ୍ଗ
ରାୟଗଡା – ଅନୁସୂୟା ମାଝୀ
ବରଗଡ – ଦେବେଶ ଆଚାର୍ଯ୍ୟ
ବିଜେପୁର – ରୀତା ସାହୁ
ଅତାବିରା – ସେହ୍ନାଙ୍ଗିନୀ ଛୁରିଆ
ଭଟଲି – ସୁଶାନ୍ତ ସିଂ
ଜଳେଶ୍ୱର – ଅଶ୍ୱିନୀ କୁମାର ପାତ୍ର
ବସ୍ତା – ସୁବାସିନୀ ଜେନା
ଭଣ୍ଡାରୀପୋଖରୀ – ସଞ୍ଜୀବ ମଲ୍ଲିକ
ଭଦ୍ରକ – ପ୍ରଫୁଲ ସାମଲ
ବାସୁଦେବପୁର – ବିଷ୍ମୁବତ୍ର ରାଉତରାୟ
ଧାମନଗର – ଡକ୍ଟର ସଞ୍ଜୟ କୁମାର ଦାସ
ଚାନ୍ଦବାଲି – ବ୍ୟୋମକେଶ ରାୟ
ବିଞ୍ଝାରପୁର – ପ୍ରମିଳା ମଲ୍ଲିକ
ଧର୍ମଶାଳା – ପ୍ରଣବ ବଳବନ୍ତରାୟ
ଯାଜପୁର – ସୁଜାତା ସାହୁ
ସୁକିନ୍ଦା – ପ୍ରୀତିରଞ୍ଜନ ଘଡେଇ
ଢେଙ୍କାନାଳ – ସୁଧୀର ସାମଲ
କାମାକ୍ଷାନଗର – ପ୍ରଫୁଲ କୁମାର ମଲ୍ଲିକ
ପରଜଙ୍ଗ – ନୃସିଂହ ସାହୁ
ପାଲଲହଡା – ମୁକେଶ ପାଲ
ଛେଣ୍ଡିପଦା – ସୁଶାନ୍ତ କୁମାର ବେହେରା
ସୋନପୁର – ନିରଞ୍ଜନ ପୂଜାରୀ
ଲୋଇସିଂହା – ନିହାର ରଞ୍ଜନ ବେହେରା
ପାଟଣାଗଡ – ସରୋଜ ମେହେର
ବଲାଙ୍ଗୀର – କଳିକେଶ ନାରାୟଣ ସିଂହଦେଓ
ଟିଟିଲାଗଡ – ଟୁକୁନି ସାହୁ
ନୂଆପଡା – ରାଜେନ୍ଦ୍ର ଢୋଲକିଆ
ଉମରକୋଟ – ନବୀନା ନାୟକ
ଝରିଗାଁ – ରମେଶ ଚନ୍ଦ୍ର ମାଝୀ
ନବରଙ୍ଗପୁର – କୌଶଲ୍ୟା ପ୍ରଧାନୀ
ଡାବୁଗାଁ – ମନୋହର ରନ୍ଧାରୀ
ଲାଞ୍ଜିଗଡ – ପ୍ରଦୀପ କୁମାର ଦିଶାରୀ
ଜୁନାଗଡ – ଦିବ୍ୟଶଙ୍କର ମିଶ୍ର
ଧର୍ମଗଡ – ପୁଷ୍ପେନ୍ଦ୍ର ସିଂ ଦେଓ
ଭବାନୀପାଟଣା – ଲତିକା ନାୟକ
ଜି ଉଦୟଗିରି – ସାଲୁଗା ପ୍ରଧାନ
କଣ୍ଟାମାଳ – ମହିଧର ରଣା
ବୌଦ୍ଧ – ପ୍ରଦୀପ କୁମାର ଅମାତ
ବଡମ୍ବା – ଦେବୀ ପ୍ରସାଦ ମିଶ୍ର
ବାଙ୍କୀ – ଦେବୀରଞ୍ଜନ ତ୍ରିପାଠୀ
ଆଠଗଡ – ରଣେନ୍ଦ୍ର ପ୍ରତାପ ସ୍ୱାଇ
କଟକ ଚୌଦାର – ସୌଭିକ ବିଶ୍ୱାଳ
ନିଆଳି – ପ୍ରମୋଦ ମଲ୍ଲିକ
କଟକ ସଦର – ଚନ୍ଦ୍ରସାରଥୀ ବେହେରା
ପାଟକୁରା – ଅରବିନ୍ଦ ମହାପାତ୍ର
ଆଳି – ପ୍ରତାପ ଦେବ
ରାଜନଗର – ଧ୍ରୁବ ସାହୁ
ମହାକାଳପଡା – ଅତନୁ ସବ୍ୟସାଚ୍ଚୀ ନାୟକ
ପୁରୀ – ସୁନୀଲ ମହାନ୍ତି
ବ୍ରହ୍ମଗିରି – ଉମାକାନ୍ତ ସାମନ୍ତରାୟ
ସତ୍ୟବାଦୀ – ସଞ୍ଜୟ ଦାସବର୍ମା
ପିପିଲି – ରୁଦ୍ର ପ୍ରସାଦ ମହାରଥୀ
ଜଟଣୀ – ବିଭୂତି ବଳବନ୍ତରାୟ
ରଣପୁର – ସତ୍ୟନାରାୟଣ ପ୍ରଧାନ
ଦଶପଲ୍ଲା – ରମେଶ ଚନ୍ଦ୍ର ବେହେରା
ନୟାଗଡ – ଅରୁଣ ସାହୁ
ଭଞ୍ଜନଗର – ବିକ୍ରମ କେଶରୀ ଆରୁଖ
ପୋଲସରା – ଶ୍ରୀକାନ୍ତ ସାହୁ
କବିସୂର୍ଯ୍ୟନଗର – ଲତିକା ପ୍ରଧାନ
ଛତ୍ରପୁର – ସୁବାଷ ଚନ୍ଦ୍ର ବେହେରା
ସୋରଡା – ସଂଘମିତ୍ରା ସ୍ୱାଇଁ
ହିଞ୍ଜିଳି – ନବୀନ ପଟ୍ଟନାୟକ
ଗୋପାଳପୁର – ବିକ୍ରମ କୁମାର ପଣ୍ଡା
ଦିଗପହଣ୍ଡି – ବିପ୍ଲବ ପାତ୍ର
ଚିକିଟି – ଚିନ୍ମୟ ନନ୍ଦ ଶ୍ରୀରୂପଦେବ
କୋଟପାଡ – ଚନ୍ଦ୍ରଶେଖର ମାଝୀ
କୋରାପୁଟ – ରଘୁରାମ ପୋଡାଲ
ମାଲକାନଗିରି – ମାନସ ମାକାମ୍ବୀ
କାଶୀପୁର – ବଦ୍ରିନାରାୟଣ ପାତ୍ର
ପାଟଣା – ଜଗନ୍ନାଥ ନାୟକ
+ There are no comments
Add yours