ଶବ୍ଦ ଓଡିଶା ବ୍ୟୁରୋ: ପୁରୁଷବନ୍ଧୁଙ୍କ ନାଁରେ ଅଭିଯୋଗ ଆଣିଲେ ଅଭିନେତ୍ରୀ । ଅଭିନେତ୍ରୀ ଶୀତଲ ଏନେଇ ସଙ୍ଗୀନ ଅଭିଯୋଗ ଆଣିଛନ୍ତି । ଅନ୍ତରଙ୍ଗ ମୁହୂର୍ତ୍ତ ଭିଡିଓ ଭାଇରାଲ୍ ନେଇ ସେ ଅଭିଯୋଗ କରିଛନ୍ତି । ସିନେନିର୍ମାତା ଦୟାନିଧି ଦହିମାଙ୍କ ନାଁ ସେ ଅଭିଯୋଗ କରିଛନ୍ତି । ଠକେଇ, ନିର୍ଯାତନା ନେଇ ଲକ୍ଷ୍ମୀସାଗର ଥାନାରେ ଏତଲା ଦେଇଛନ୍ତି । ଖାଲି ସେତିକି ନୁହେଁ ସୁଟିଂ ସେଟରେ ଦୟାନିଧି ଗଣ୍ଡଗୋଳ କରୁଥିବା ଅଭିଯୋଗ କରିଛନ୍ତି । କାମ ଦେବାକୁ କହି ଶାରୀରିକ ଶୋଷଣ ଅଭିଯୋଗ ।
