୫ଜି ଭର୍ସେସ୍ ଫିଲ୍ମ ଅଭିନେତ୍ରୀ ଜୁହି ଚାୱଲା

ନୂଆଦିଲ୍ଲୀ: ୫ଜି ଭର୍ସେସ୍ ଫିଲ୍ମ ଅଭିନେତ୍ରୀ ଜୁହି ଚାୱଲା । ବଲିଉଡ ଅଭିନେତ୍ରୀ ଜୁହି ଭାରତରେ ଲାଗୁହେବାକୁ ଥିବା ୫ଜି ବ୍ୟବସ୍ଥା ଉପରେ ପ୍ରଶ୍ନ ଉଠାଇଛନ୍ତି । ଏହି ଖ୍ୟାତନାମା ଫିଲ୍ମ ଅଭିନେତ୍ରୀ କହିଛନ୍ତି ଯଦି ଦେଶରେ ୫ଜି ଟେକ୍‌ନୋଲୋଜି କାର୍ଯ୍ୟକାରୀ ହେବ ତେବେ ମଣିଷ ସମେତ ସମଗ୍ର ପ୍ରାଣୀ ଜଗତ ପ୍ରଭାବିତ ହେବ । ୫ଜି ଟେକ୍‌ନୋଲୋଜିରୁ ଉତ୍ପନ୍ନ ବିକିରଣ ଅତି ଭୟଙ୍କର ଭାବେ ପ୍ରାଣୀଜଗତ ଉପରେ ପଡିବ । ବର୍ତ୍ତମାନର ଅବସ୍ଥା ଯାହା ତାହାର ୧୦୦ଗୁଣ ପ୍ରଭାବ ପଡିବ । ଜୁହି କହିଛନ୍ତି, ଦେଶରେ ଅତ୍ୟାଧୁନିକ ଜ୍ଞାନକୌଶଳର ପ୍ରୟୋଗକୁ ସେ ବିରୋଧ କରୁନାହାନ୍ତି । ଏହାର କୁପ୍ରଭାବକୁ ବିରୋଧ କରୁଛନ୍ତି।

You May Also Like

More From Author

+ There are no comments

Add yours