Wed. Oct 14th, 2026

କଥାରେ ଅଛି ଭଗବାନ ମଣିଷର ଗୋଟିଏ ଅଙ୍ଗ ଅଚଳ କରିଦେଲେ ଅନ୍ୟ ଅଙ୍ଗଗୁଡିକର କ୍ଷମତା ଅଧିକ ବଢିଯାଏ । ଏହି ଭଜୁଆଲ ହିଁ ହେଉଛି ତା’ର ପ୍ରମାଣ । ଆଖିକୁ ସିନା ଦେଖାଯାଉନି, କିନ୍ତୁ ପାହାଡ଼ ଚଢିପାରୁଛନ୍ତି । ପୁଣି ଯାହି ତାହି ପାହଡ଼ ନୁହେଁ, ପୃଥିବୀର ଉଚ୍ଚତ୍ତମ ଶୃଙ୍ଗ ଏଭେରେଷ୍ଟ ଚଢୁଛନ୍ତି ଏହି ଦୃଷ୍ଟିହୀନ ବ୍ୟକ୍ତି । ସେ ହେଉଛନ୍ତି ଚୀନ୍ର ପର୍ବତ ଆରୋହୀ ଯାଙ୍ଗ ହୋଙ୍ଗ । ୪୮ବର୍ଷର ଦୃଷ୍ଟିହୀନ ଯାଙ୍ଗ ଏଭେରେଷ୍ଟ ଚଢିବାରେ ଏସିଆ ମହାଦେଶରେ ପ୍ରଥମ ଏବଂ ସମଗ୍ର ପୃଥିବୀରେ ତୃତୀୟ । ପୁରି ଥରେ ଦେଖନ୍ତୁ ଏହି ଦୃଶ୍ୟ ।

Leave a Reply

Your email address will not be published. Required fields are marked *