Thu. Oct 15th, 2026

ଭୁବନେଶ୍ୱର: ରାଷ୍ଟ୍ରୀୟ ସିମେଣ୍ଟ ଓ ଭବନ ସାମଗ୍ରୀ ପରିଷଦ ପକ୍ଷରୁ ଭୁବେନେଶ୍ବର ର ଘୋରାଇ ହୋଟେଲରେ ଏକ କର୍ମଶାଳା ଗୁ ଅନୁଷ୍ଠିତ ହୋଇଯାଇଛି l ସିମେଣ୍ଟ ଶିଳ୍ପକୁ ଅଧିକ କ୍ରିୟଶୀଳ କରିବା ସହ ଅଧିକ ଜ୍ଞାନ କୌଶଳର ଉପଯୋଗ କରାଯିବା ସହ ବର୍ଯ୍ୟବସ୍ତୁ ର ବିନିଯୋଗ ଦିଗରେ କାର୍ଯ୍ୟ କରିବା ଦିଗରେ ସିମେଣ୍ଟ ଶିଳ୍ପ ଆଗେଇ ଆସିବା ଦରକାର ବୋଲି ରାଷ୍ଟ୍ରୀୟ ସିମେଣ୍ଟ ଓ ଭବନ ସାମଗ୍ରୀ ପରିଷଦ ର ମହାନିଦେଶକ ଡ ବିବେକାନନ୍ଦ ମହାପାତ୍ର ମତପ୍ରକାଶ କରିଛନ୍ତି l ସିମେଣ୍ଟ ଶିଳ୍ପ ର ବିକାଶରେ ଏ ନ.ସି.ବି. ପ୍ରମୁଖ ଭୂମିକା ଗ୍ରହଣ କରିଆସିଛି ତେଣୁ ଓଡ଼ିଶାରେ ଗଢି ଉଠୁଥିବା ସିମେଣ୍ଟ ଶିଳ୍ପ ଏ ହାର୍ ସୁଯୋଗ ନେବା ଦରକାର ବୋଲି କହିଥିଲେ l ଏହି ଅବସରରେ ବି ଆଇ ଏସ ର ହୁବନେଶ୍ୱରର ମୁଖ୍ୟ ଡ. ଦିପେନ୍ଦୁ ଚକ୍ରବର୍ତ୍ତୀ ଯୋଗଦେଇ ରାଷ୍ଟ୍ରୀୟ ସିମେଣ୍ଟ ଓ ଭବନ ସାମଗ୍ରୀ ପରିଷଦ ଦ୍ଵାରା ଓଡ଼ିଶାର ଅନେକ ରାସ୍ତା , ଭବନ ନିର୍ମାଣ ର ଗୁଣାତ୍ମମାନ ବୃଦ୍ଧି ପାଇପାରିବ ବୋଲି ସେ କହିଛନ୍ତି l ଏହି ଅବସରରେ ଓଡ଼ିଶାର ବିଭିନ୍ନ ସିମେଣ୍ଟ ଶିଳ୍ପ ର ଅଧିକାରୀ ଯୋଗ ଦେଇଥିଲେ l ଏହି କାର୍ଯ୍ୟକ୍ରମକୁ ଡ ପାଣ୍ଡୁ ରଙ୍ଗ ରାଓ ପରିଚାଳନା କରିଥିବାବେଳେ ଡ ପୱନ୍ କୁମାର ସହାୟୋଗ କରିଥିଲେ l

2 thoughts on “ସିମେଣ୍ଟ ଶିଳ୍ପକୁ ଅଧିକ କ୍ରିୟାଶୀଳ କରାଯିବ”
  1. I was extremely pleased to find this site. I need to to thank you for your time just for this wonderful read!! I definitely liked every part of it and I have you book-marked to see new information on your site. Krysta Seamus Camala

  2. Nice post. I was checking constantly this blog and I’m impressed! Very helpful info specifically the last part 🙂 I care for such info a lot. I was seeking this particular information for a very long time. Thank you and good luck.

Leave a Reply

Your email address will not be published. Required fields are marked *