ଫିଫା-ଏଆଇଏଫ୍ଏଫ୍ ଟ୍ୟାଲେଣ୍ଟ ଏକାଡେମୀ ଉଦ୍ଘାଟିତ
ଭାରତୀୟ ଫୁଟ୍ବଲ ଇତିହାସରେ ମଙ୍ଗଳବାର ଯୋଡ଼ିହୋଇଛି ଏକ ନୂଆ ଅଧ୍ୟାୟ। କଳିଙ୍ଗ ଷ୍ଟାଡିୟମରେ ମଙ୍ଗଳବାର ଭାରତ-କାତାର ଫିଫା ବିଶ୍ୱକପ୍ ୨୦୨୬ ଓ ଏଏଫ୍ସି ଏସିଆନ କପ୍ ୨୦୨୭ କ୍ୱାଲିଫାୟର୍ସ ରାଉଣ୍ଡ-୨ ମ୍ୟାଚ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଫିଫା-ଏଆଇଏଫ୍ଏଫ୍ ଟ୍ୟାଲେଣ୍ଟ ଏକାଡେମୀ…
ଚଳନ୍ତା କାରରେ ନିଆଁ,ଗାଡ଼ିରୁ ଡେଇଁ ଡ୍ରାଇଭର ବଞ୍ଚାଇଲେ ଜୀବନ
ରାଜଧାନୀ ଦିଲ୍ଲୀର ବିଆରଟି ରାସ୍ତାରେ ହଠାତ୍ ଏକ ଚଳନ୍ତା କାରରେ ନିଆଁ ଲାଗିଗଲା । ଯେତେବେଳେ କାର ଡ୍ରାଇଭର କାରକୁ ଅଟକାଇଲା, ସେତେବେଳେ ସେ ଦେଖିଲେ ନିଆଁର ଏକ ଛୋଟ ସ୍ପାର୍କ ଜଳୁଛି । କିନ୍ତୁ ନିଆଁ ଧୀରେ ଧୀରେ ଏତେ…
୫ ବର୍ଷରେ ରାଜ୍ୟରେ ୨,୮୧୭ ବନ୍ୟପ୍ରାଣୀଙ୍କ ମୃତ୍ୟୁ
ରାଜ୍ୟର ଜଙ୍ଗଲରେ ବନ୍ୟପ୍ରାଣୀ ସୁରକ୍ଷିତ ନାହାନ୍ତି। ରେଳ ଦୁର୍ଘଟଣା, ରାସ୍ତା ଦୁର୍ଘଟଣା, ବିଦ୍ୟୁତ୍ ଆଘାତ, ଶିକାରୀ ଏବଂ ବିଷ ପ୍ରୟୋଗ ଯୋଗୁ ଅଧିକାଂଶ ବନ୍ୟପ୍ରାଣୀଙ୍କ ମୃତ୍ୟୁ ଘଟୁଛି। ବିଭିନ୍ନ କାରଣରୁ ଗତ ୫ ବର୍ଷରେ ରାଜ୍ୟରେ ୨,୮୧୭ ବନ୍ୟପ୍ରାଣୀଙ୍କ ଜୀବନ ଯାଇଛି।…
କଳିଙ୍ଗରେ ବିଶ୍ୱକପ୍ ଯୋଗ୍ୟତା ପର୍ଯ୍ୟାୟ ଫୁଟବଲ: ଭାରତକୁ ୩-୦ ଗୋଲ୍ରେ ହରାଇଲା କତାର
କଳିଙ୍ଗ ଷ୍ଟାଡିୟମ୍ରେ ଭାରତ ଓ କତାର ମଧ୍ୟରେ ବିଶ୍ୱକପ୍ ୨୦୨୬ ଓ ଏଏଫ୍ସି କପ୍ ୨୦୨୭ ଲାଗି ଯୋଗ୍ୟତା ପର୍ଯ୍ୟାୟ ପାଇଁ ଖେଳାଯାଉଥିବା ମ୍ୟାଚ୍ରେ ଭାରତକୁ ୩-୦ ଗୋଲରେ ହରାଇଛି କତାର। କାତାର ପ୍ରଥମରୁ ହିଁ ଆକ୍ରମଣାତ୍ମକ ଭାବରେ ଖେଳ ପ୍ରଦର୍ଶନ…
ପାତାଳୀ ଶ୍ରୀକ୍ଷେତ୍ରରୁ ପୁରୀ ଶ୍ରୀକ୍ଷେତ୍ର କୁ ବାହାରିଲା ତୁଳସୀ ରଥ
https://www.youtube.com/watch?v=XY3IIUOIvyQ ପାତାଳୀ ଶ୍ରୀକ୍ଷେତ୍ରରୁ ପୁରୀ ଶ୍ରୀକ୍ଷେତ୍ର କୁ ବାହାରିଲା ତୁଳସୀ ରଥ। ସୁବର୍ଣ୍ଣପୁର ଜିଲ୍ଲାର ପ୍ରସିଦ୍ଧ ପୀଠ ପାତାଳୀ ଶ୍ରୀକ୍ଷେତ୍ରରୁ ଆଜ୍ଞାମାଳ ନେଇ ରଥ ବାହାରିଛି। ସୋନପୁର, ବୌଦ୍ଧ, ନୟାଗଡ,ଖୋର୍ଦ୍ଧା ଦେଇ ପୁରୀ ଶ୍ରୀମନ୍ଦିରରେ ପହଞ୍ଚିବ। ରାସ୍ତା ସାରା ଶ୍ରଦ୍ଧାଳୁମାନେ ଦେଇଥିବା…
ରାଷ୍ଟ୍ରପତିଙ୍କ ସାନ୍ତାଳୀ ଭାଷଣ, ଅଖିଳ ଭାରତୀୟ ସାନ୍ତାଳୀ ଲେଖକ ସଂଘର ବାର୍ଷିକ ଉତ୍ସବରେ ହେଲେ ସାମିଲ
President Droupadi Murmu graced the inaugural session of the 36th Annual Conference and Literary Festival of All India Santali Writers’ Association at Baripada, Odisha. The President urged writers to write…
ଓଡିଶାରେ ବର୍ଷକୁ ୧ ଲକ୍ଷ କୋଟି ଟଙ୍କା ଲୁଟ୍ ହେଉଛି, ହାଟଡିହି ବ୍ଲକ ଘେରାଓ କାର୍ଯ୍ୟକ୍ରମରେ ବିଜେପି ସଭାପତି ମନମୋହନ ସାମଲ
ଭୁବନେଶ୍ଵର : ଓଡ଼ିଶାରେ ସରକାର କିଏ ଚଳାଉଛି ଓ କେମିତି ଚାଲୁଛି ? ଦୁର୍ନୀତି, ଭ୍ରଷ୍ଟାଚାର, ବ୍ୟଭିଚାରରେ ଓଡିଶା ରାଜ୍ୟ ସମସ୍ତ ସୀମା ଅତିକ୍ରମ କରିସାରିଛି । ଏପରିକି ଗଣତନ୍ତ୍ର ଓ ପଂଚାୟତରାଜ ବ୍ୟବସ୍ଥା ସଂପୂର୍ଣ୍ଣ ଭୁଷୁଡି ପଡିଛି । ଗତ…
ମହମ୍ମଦ ସାମି ଭାବବିହ୍ୱଳ ସୋସିଆଲ ମିଡିଆ ପୋଷ୍ଟ
ବିଶ୍ବକପ ୨୦୨୩ ଭାରତରେ ଅନୁଷ୍ଠିତ ହୋଇଥିଲେ ସୁଦ୍ଧା ଘରୋଇ ଦଳ ହାତରୁ ଟ୍ରଫି ଚାଲିଯାଇଛି । ସମ୍ପୂର୍ଣ୍ଣ ଟୁର୍ଣ୍ଣାମେଣ୍ଟରେ ଦଳ ଭଲ ପ୍ରଦର୍ଶନ କରିଥିଲେ ସୁଦ୍ଧା ଫାଇନାଲରେ ପ୍ରଂଶସକଙ୍କୁ ନିରାଶ କରିଥିଲେ । ଭାରତର ପରାଜୟକୁ ନେଇ ସବୁଠି ଚର୍ଚ୍ଚା ଆରମ୍ଭ…