Thu. Oct 15th, 2026

Month: October 2022

ଦେବୀ “ଶରତ ପଠେଇ ସାରିଲାଣି ଶ୍ରଦ୍ଧାର ସାଦର ନିମନ୍ତ୍ରଣ”

କବି ରବି ଶତପଥୀ ତୁମେ ଆସୁଛ ବୋଲିକାଶତଣ୍ଡି ସରାଗରେସଜେଇ ଦେଲାଣି ତୋରଣ,ଶରତ ପଠେଇ ସାରିଲାଣିଶ୍ରଦ୍ଧାର ସାଦର ନିମନ୍ତ୍ରଣ।ଅବୁଝା ଅମାନିଆ ପବନଦେହସାରା ବୋଳି ସାରିଲାଣିଚୁଆ ଚନ୍ଦନର ବାସ୍ନା, ତୁମ ବାଟବରଣ ପାଇଁକେତେବେଳୁ ସଜେଇ ହେଲେଣିଫୁଲେଇ ଫୁଲ ସବୁ।ଗାଆଁ ମୁଣ୍ଡ ବରଗଛ ମୂଳେମଥାରେ ସିନ୍ଦୂର…

ଅଳ୍ପ ବଜେଟରେ ଇଲେକ୍ଟ୍ରିକ ସ୍କୁଟର

ବଜାରକୁ ଆସିଗଲା ଦୁଇ ଚକିଆ ଇଲେକ୍ଟ୍ରିକ ସ୍କୁଟର । ଅଳ୍ପ ବଜେଟରେ ଲମ୍ବା ମାଇଲ ଯିବା ଭଳି ଏହି ସ୍କୁଟରରେ ରହିଛି ଅନେକ ଫିଚର୍ସ । ସ୍କୁଟରର ନାମ ରହିଛି କବୀର ମୋବିଲିଟି ଇଲୋକ୍ଟ୍ରିକ୍ ସ୍କୁଟର ଏଇଟୋସ ୧୦୦, ଯାହାକି ଦେଉଛି…

ଓଡ଼ିଆରେ ପରୀକ୍ଷା ଦେଇପାରିବେ ଓସିଏସ କ୍ୟାଣ୍ଡିଡେଟ

ବଦଳିଲା ଶିକ୍ଷାନୀତି। ଆସିଲା ନୂଆ ନିୟମ। ୮ଟି ପ୍ରସ୍ତାବରେ ମୋହର ମାରିଲା ରାଜ୍ୟ କ୍ୟାବିନେଟ୍ । ଓଡ଼ିଶା ସିଭିଲ ସର୍ଭିସ ପରୀକ୍ଷାରେ ସଂଶୋଧନକୁ ମିଳିଛି ମଂଜୁରୀ । ଏଣିକି ଆଉ ୨୨୫୦ ମାର୍କର ପରୀକ୍ଷା ନୁହେଁ ୨୦୦୦ ମାର୍କର ପରୀକ୍ଷା ହେବ…