Wed. Oct 14th, 2026

Category: Latest

ପ୍ରେରଣା ସମ୍ମାନରେ ସମ୍ମାନିତ ହେଲେ ଯଶୋଦା ମା ନିବେଦିତା ଲେଙ୍କା

ଭୁବନେଶ୍ୱର ସ୍ଥିତ କ୍ରିଷ୍ଟଲ୍ କ୍ରାଉନ ହୋଟେଲରେ ଆୟୋଜିତ ପ୍ରେରଣା ସମ୍ମାନରେ ସମ୍ମାନିତ ହୋଇଛନ୍ତି ଯଶୋଦା ମା ଫାଉଣ୍ଡେସନ ପ୍ରତିଷ୍ଠାତ୍ରୀ ତଥା ବିଶିଷ୍ଟ ସମାଜସେବୀ ଶ୍ରୀମତୀ ନିବେଦିତା ଲେଙ୍କା। ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ବିଶିଷ୍ଟ ଅଭିନେତ୍ରୀ ଋତୁପର୍ଣ୍ଣା…

ମନ ମୋହିଲା ବନବିଭାଗ ସାଂସ୍କୃତିକ ଅନୁଷ୍ଠାନର ନାଟକ ”ତଥାପି ତମସା”

ବନବିଭାଗ ସାଂସ୍କୃତିକ ଅନୁଷ୍ଠାନ ଅରଣ୍ୟ ଭବନର ୨୪ ତମ ସାଂସ୍କୃତିକ ସମାରୋହ ଭୁବନେଶ୍ୱର ସ୍ଥିତ ରବିନ୍ଦ୍ର ମଣ୍ଡପ ପ୍ରେକ୍ଷାଳୟରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ସୁନାମଧନ୍ୟ ନାଟ୍ୟକାର ତଥା ବରିଷ୍ଠ ନିର୍ଦ୍ଦେଶକ ଶ୍ରୀ ପ୍ରଭାତ ମହାନ୍ତିଙ୍କ ସୃଜନଶୀଳ ସୃଷ୍ଟିରେ ପାରିବାରିକ କାହାଣୀ, ଜାତିପ୍ରଥାର…

ଡିଏଭି ସ୍କୁଲ୍ ଛାତ୍ରୀ ଲାଶ୍ୟା ଓ ଦିଶିତାଙ୍କୁ “ଯୋଗ କଳାଶ୍ରୀ ସମ୍ମାନ”

ଓଡ଼ିଶାର ପ୍ରତିଷ୍ଠିତ ସାଂସ୍କୃତିକ ଅନୁଷ୍ଠାନ ସତ୍ୟନଗର ଉନ୍ନୟନ ସାଂସ୍କୃତିକ ସମିତିର ବାର୍ଷିକ ଉତ୍ସବ ପଦ୍ମଶ୍ରୀ ପ୍ରଫୁଲ୍ଲ କର ପାର୍କ ସତ୍ୟନଗରଠାରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ମାନ୍ୟବର ସାଂସଦ ଶ୍ରୀମତୀ ଅପରାଜିତା ଷଡ଼ଙ୍ଗୀ ଉପସ୍ଥିର ଥିଲେ ।…

ଡିଏଭି ସ୍କୁଲ ଛାତ୍ରୀ ଲାଶ୍ୟାଙ୍କୁ ଓଡ଼ିଶା ୟୁଥ ଆଇକନ୍ ପୁରସ୍କାର

ଭୁବନେଶ୍ୱର, ୨୭ ସେପ୍ଟେମ୍ବର 2025: ବିଶ୍ୱ ପର୍ଯ୍ୟଟନ ଦିବସ – 2025 ଉପଲକ୍ଷ୍ୟରେ ଓଡ଼ିଶା ରାଜ୍ୟ ପର୍ଯ୍ୟଟନ ଗାଇଡ୍‌ ସଂଘ ପକ୍ଷରୁ ଜୟଦେବ ଭବନରେ ଉତ୍ସବ ଅନୁଷ୍ଠିତ ହୋଇଥିଲା । ବିଶ୍ୱ ପର୍ଯ୍ୟଟନ ଦିବସ ଅବସରରେ ଓଡ଼ିଶା ରାଜ୍ୟ ପର୍ଯ୍ୟଟନ ଗାଇଡ୍‌…

ବର୍ଣ୍ଣବୋଧ ପାଠଶାଳାର ପିଲା ମାନଙ୍କୁ ନେଇ ଗୁରୁ ଦିବସ ପାଳିତ

ଆଜି ଯଶୋଦା ମା ଫାଉଣ୍ଡେସନ ତରଫରୁ ସୀତାନାଥ ନଗରରେ ୫ ଟି ବର୍ଣ୍ଣବୋଧ ପାଠଶାଳାର ପିଲା ମାନଙ୍କୁ ନେଇ ଗୁରୁ ଦିବସ ପାଳିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ବିଶିଷ୍ଟ ଲେଖିକା, ଗାଳ୍ପିକା,କବୟିତ୍ରୀ ତଥା ସମାଜସେବୀ ଶ୍ରୀମତୀ ବନ୍ଦନା ପଣ୍ଡା…

ରାମଚଣ୍ଡୀ ସଂସ୍କୃତ ମହାବିଦ୍ୟାଳୟ, ମୁଣ୍ଡାଳୋ କେନ୍ଦ୍ରାପଡା ସ୍ୱାଧୀନତା ଦିବସ ଓ ସଂସ୍କୃତ ସପ୍ତାହ ଉତ୍ସବ ପାଳିତ

ମୁଣ୍ଡାଳୋ (କେନ୍ଦ୍ରାପଡ଼ା): ରାମଚଣ୍ଡୀ ସଂସ୍କୃତ ମହାବିଦ୍ୟାଳୟ, ମୁଣ୍ଡାଳୋ ରେ 13 ଅଗଷ୍ଟରୁ 19 ଅଗଷ୍ଟ 2025 ପର୍ଯ୍ୟନ୍ତ ସ୍ବାଧୀନତା ଦିବସ ଓ ସଂସ୍କୃତ ସପ୍ତାହ ଉପଲକ୍ଷେ ବିଭିନ୍ନ କାର୍ଯ୍ୟକ୍ରମ ଏବଂ ପ୍ରତିଯୋଗିତାର ଆୟୋଜନ କରାଯାଇଥିଲା। ସ୍ବାଧୀନତା ଦିବସରେ ମହାବିଦ୍ୟାଳୟ ପରିସରରେ ରଙ୍ଗୋଲି,…

ଫାସ୍‌ଟ୍ୟାଗ୍‌ର ନୂଆ ନିୟମ : ଏଣିକି ବର୍ଷିକିଆ ପାସ୍‌

ଫାସ୍‌ଟ୍ୟାଗ୍‌ର ବଦଳିଲା ନିୟମ ଏଣିକି ବର୍ଷକ ପାଇଁ କରିବେ ପାସ୍‌ । ବଢ଼ିଆ ଅଫର୍‌, ଥରେ ରିଚାର୍ଜ କଲେ ଅନେକ ସୁବିଧା ପାଇବେ ରାସ୍ତାରେ ଯିବା ବେଳେ ଆପଣ ପ୍ରତି ୬୦ କିଲୋମିଟର ବ୍ୟବଧାନରେ ଗୋଟିଏ ଗୋଟିଏ ଟୋଲ୍‌ଗେଟ୍‌ ଦେଖିଥିବେ ।…

‘ଦାମ କମ୍, ଦମ୍ ଜ୍ୟାଦା’ଆତ୍ମନିର୍ଭର ଭାରତକୁ ମୋଦିଙ୍କ ପ୍ରୋତ୍ସାହନ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ଦିନ ଲାଲକିଲ୍ଲାର ପ୍ରାଚୀରରୁ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଶୁଳ୍କ ଧମକକୁ ‘ମେକ୍ ଇନ୍ ଇଣ୍ଡିଆ’ ପ୍ରୋତ୍ସାହନ ସହିତ ମୁକାବିଲା କରିଛନ୍ତି। ଆତ୍ମନିର୍ଭର ଭାରତ ପଦକ୍ଷେପ ଅଧୀନରେ ଆତ୍ମନିର୍ଭର ଭାରତ ପାଇଁ ଏକ ଦୃଢ଼…

ତିନିଦିନ ଚାଲିବ ଶ୍ରୀମନ୍ଦିର ରତ୍ନଭଣ୍ଡାର ବୈଷୟିକ ସର୍ଭେ

ଭାରତୀୟ ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣ ସଂସ୍ଥା ଏ.ଏସ୍‌.ଆଇ ପକ୍ଷରୁ ଶନିବାରଠାରୁ ସୋମବାର ପର୍ଯ୍ୟନ୍ତ ଶ୍ରୀମନ୍ଦିର ରତ୍ନଭଣ୍ଡାରର ବୈଷୟିକ ସର୍ଭେ କରାଯିବ। ଏହି ସମୟରେ ଅପରାହ୍ନ ୨ଟାଠାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ସର୍ଭେ କରିବା ପାଇଁ ସମୟ ଧାର୍ଯ୍ୟ କରାଯାଇଛି। ମଙ୍ଗଳବାର ସୁଦ୍ଧା ରତ୍ନଭଣ୍ଡାରର…

ଡେଙ୍ଗୁ ଜ୍ୱରକୁ ମହାମାରୀ ଘୋଷଣା

ଡେଙ୍ଗୁକୁ ମହାମାରୀ ରୂପେ ଘୋଷଣା କଲେ କର୍ଣ୍ଣାଟକ ସରକାର। ରାଜ୍ୟ ମହାମାରୀ ରୋଗ ଆଇନ ୨୦୨୦ ଅନୁସାରେ, ଏହାକୁ ମହାମାରୀ ଭାବେ ଘୋଷଣା କରାଯାଇଛି। ଏବଂ ନିୟମ ଉଲ୍ଲଂଘନ କଲେ ସରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି ଚେତାବନୀ ଦେଇଛନ୍ତି। କେବଳ…