ବନ୍ଦ ହେବ ‘ଜନ୍ସନ୍ ଆଣ୍ଡ୍ ଜନ୍ସନ୍’ର ‘ବେବି ପାଉଡର୍’
ବନ୍ଦ ହେବ ‘ଜନ୍ସନ୍ ଆଣ୍ଡ୍ ଜନ୍ସନ୍’ର ‘ବେବି ପାଉଡର୍’। ଏବେ ‘ଟାଲ୍କମ୍’ ବଦଳରେ ମାର୍କେଟକୁ ଆସିବ ମକା ମଣ୍ଡରେ ତିଆରି ‘ବେବି ପାଉଡର୍’। ୨୦୨୩ରୁ ଏହି ପାଉଡର ମାର୍କେଟ ରେ ମିଳିବନି। ସମଗ୍ର ବିଶ୍ବରେ ‘ଟାଲ୍କମ୍’ରୁ ପ୍ରସ୍ତୁତ ‘ବେବି ପାଉଡର୍’ ବଦଳରେ…