ଯେଉଁଠି ଥିଲେ ଏକଛତ୍ରବାଦୀ, ସେଠି ମିଳିଥିଲା ‘ଫାଶୀଦଣ୍ଡ’! ପରଭେଜ ମୁଶାରଫଙ୍କ ଜୀବନ ଯାତ୍ରା
ଶବ୍ଦ ଓଡିଶା ବ୍ୟୁରୋ: ପାକିସ୍ତାନର ପୂର୍ବତନ ରାଷ୍ଟ୍ରପତି ତଥା ପୂର୍ବତନ ସେନାଧ୍ୟକ୍ଷ ଜେନେରାଲ ପରଭେଜ ମୁଶାରଫଙ୍କ ଦେହାନ୍ତ ହୋଇଛି । ୭୯ ବର୍ଷ ବୟସରେ ତାଙ୍କର ପରଲୋକ ହୋଇଛି । ଅନେକ ସମୟରୁ ସେ ଅସୁସ୍ଥ ହୋଇ ଚିକିତ୍ସାଧୀନ ଥିଲେ ।…