Mon. Nov 30th, 2026

Category: ଦେଶ ବିଦେଶ

ଦୁଇ ଗୁଣା ଅଧିକ ଦାମ୍‌ରେ ଏଲ୍‌ଏନ୍‌ଜି କିଣୁଛି ଭାରତ

ରୁଷ୍‌ରୁ ରିହାତି ଦାମ୍‌ରେ ତେଲ ଓ ଗ୍ୟାସ୍‌ କିଣି ଅନ୍ୟ ଗ୍ରାହକମାନଙ୍କୁ ଅଣଦେଖା କରିବାର ଫଳ କେତେ ଭୟଙ୍କର ହୋଇପାରେ ତାହାର ଝଲକ ଦେଖିବାକୁ ମିଳିଛି। ଭାରତର ଆମଦାନି ବରାଦକୁ ରୁଷ୍‌ ବାତିଲ କରିବା ପରେ ଏବେ ବାଧ୍ୟ ହୋଇ ଦୁଇ…

ସ୍ପେଶ ଟୁରିଜିମ୍ କରାଇବ ଚୀନ

ଲୋକମାନେ, ପାହାଡ଼, ଗ୍ଲେସିୟର, ଐତିହାସିକ ସ୍ଥାନ ସହ ଏଭଳି ଅନେକ ରୋମାଞ୍ଚକର ସ୍ଥାନକୁ ନିଶ୍ଚୟ ଯାଇଥାନ୍ତି । କିନ୍ତୁ ଏବେ ଆପଣ ପୃଥିବୀ ବାହାରର ଦୁନିଆ ଦେଖିପାରିବେ । ଚୀନ୍ ୨୦୨୫ ସୁଦ୍ଧା ସ୍ପେଶ ଟୁରିଜିମ୍ ଆରମ୍ଭ କରିବାକୁ ଯାଉଛି ।…

ପୁଟିନ ବାହିନୀରେ ସେନା ସଙ୍କଟ

ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ଙ୍କ ୟୁକ୍ରେନ୍‌ ଦଖଲ ସ୍ବପ୍ନ ଧୂଳିସାତ ହେବା ପରେ ତାଙ୍କ ଶକ୍ତିଶାଳୀ ସେନା କ୍ରମଶଃ ଦୁର୍ବଳ ହେବାରେ ଲାଗିଛି। ଆମେରିକା ସମେତ ପାଶ୍ଚାତ୍ୟ ରାଷ୍ଟ୍ରଗୁଡ଼ିକ ପକ୍ଷରୁ ମିଳୁଥିବା ସାମରିକ ସହାୟତାର ସଦୁପଯୋଗ କରି ୟୁକ୍ରେନ୍‌ ରୁଷୀୟ ପ୍ରତିପକ୍ଷକୁ…

ଏଲିଜାବେଥଙ୍କୁ ଶେଷ ବିଦାୟ…

ଶେଷ ବିଦାୟ ନେବେ ରାଣୀ। ଆଜି ୱେଷ୍ଟମିନିଷ୍ଟର ଆବେରେ ରାଜକୀୟ ପରମ୍ପରାରେ ହେବ ମହାରାଣୀ ଏଲିଜାବେଥ ଦ୍ୱିତୀୟଙ୍କ ଅନ୍ତ୍ୟେଷ୍ଟି । ଭାରତୀୟ ସମୟ ଅନୁସାରେ ଅପରାହ୍ଣ ୪ଟା ୩୦ରେ ଆରମ୍ଭ ହେବ ଶେଷକୃତ୍ୟ କାର୍ଯ୍ୟକ୍ରମ। ଲଣ୍ଡନର ସମୟ ସକାଳ ୮ଟାରୁ ଅତିଥିଙ୍କ…

ତଳକୁ ଖସିପାରେ ତୈଳ ଦର

ଖୁବଶୀଘ୍ର କମିପାରେ ତେଲ ଦର। ଏବେ ଅଶୋଧିତ ତୈଳ ବ୍ୟାରେଲ ପିଛା ୯୦ ଡଲାରରେ ବିକ୍ରି ହେଉଛି । ଗତ ମେ ୨୧ ତାରିଖରେ କେନ୍ଦ୍ର ସରକାର ପେଟ୍ରୋଲ-ଡିଜେଲ ଉପର ଏକ୍ସାଇଜ ଡ୍ୟୁଟି ହ୍ରାସ କରିଥିଲେ । ଏହା ପରେ ସାରା…

ମୋଦିଙ୍କ ଜନ୍ମଦିନରେ ଚିତାକୁ ସ୍ୱାଗତ

ଦୀର୍ଘ ୭୦ ବର୍ଷ ପରେ ଭାରତ ଦେଖିଛି ଚିତାବାଘ । ଦକ୍ଷିଣ ଆଫିକ୍ରୀୟ ଦେଶ ନାମିବ୍ୟାରୁ ସ୍ୱତନ୍ତ୍ର ବିମାନରେ ୮ ଚିତାବାଘ ପହଞ୍ଚିବା ପରେ ମଧ୍ୟପ୍ରଦେଶର କୁନୋ ଜାତୀୟ ଉଦ୍ୟାନରେ ଛଡ଼ା ହୋଇଛନ୍ତି । ଆଜି ନିଜର ୭୨ତମ ଜନ୍ମିଦନରେ ପ୍ରଧାନମନ୍ତ୍ରୀ…

ଦୁବାଇରେ ନିର୍ମାଣ ହେବ ଚନ୍ଦ୍ରପୃଷ୍ଠ

ବିଳାସପୂର୍ଣ୍ଣ ଅଟ୍ଟାଳିକା, ଅତ୍ୟାଧୁନିକ ଭିତ୍ତିଭୂମି ନିର୍ମାଣର ଘର କୁହାଯାଉଥିବା ଦୁବାଇ ଏବେ ପର୍ଯ୍ୟଟକଙ୍କୁ ଆହୁରି ଆକର୍ଷିତ କରିବାକୁ ଯାଉଛି। ଖୁବଶୀଘ୍ର ଚନ୍ଦ୍ର ଆକୃତିର ରିସର୍ଟ ନିର୍ମାଣ କରିବାକୁ ଯାଉଛି। ପର୍ଯ୍ୟଟକଙ୍କ ରହିବା ନିମନ୍ତେ ଏହି ଅଲ୍‌ଟ୍ରା-ଲକ୍‌ଜ୍ୟୁରିୟସ୍‌ ହୋଟେଲକୁ କାନାଡାର ଆର୍କିଟେକ୍ଚରାଲ କମ୍ପାନୀ…

ଦେଶରେ ଉପରମୁହାଁ ବେରୋଜଗାରୀ ଗ୍ରାଫ୍

ଭାରତରେ ବେରୋଜଗାରୀ ସବୁଠାରୁ ବଡ ସମସ୍ୟା ପାଲଟିଛି । ବର୍ତ୍ତମାନ ସ୍ଥିତି ଏଭଳି ଯେ, ଗୋଟିଏ ଚାକିରୀ ପାଇଁ ଅନେକ ସଂଖ୍ୟାରେ ଆଶାୟୀ ଆବେଦନ କରୁଛନ୍ତି । ଅଗଷ୍ଟ ମାସରେ ତ ବେରୋଜଗାରୀସ୍ତର ସବୁଠାରୁ ଚିନ୍ତାଜନକ ସ୍ଥିତିରେ ପହଞ୍ଚିସାରିଛି । ଏହାର…

ପିଲାଙ୍କ ମେଣ୍ଟାଲ ହେଲଥ ପାଇଁ ଏନସିଇଆରଟି ପକ୍ଷରୁ ଗାଇଡଲାଇନ୍ସ ଜାରି

ପାଠ ପଢ଼ିବା ସହିତ ଏଣିକି ସ୍କୁଲର ଛାତ୍ରଛାତ୍ରୀମାନେ ସେମାନଙ୍କର ମାନସିକ ସ୍ୱାସ୍ଥ୍ୟକୁ ନେଇ ସଚେତନ ରହିବେ । ଏନେଇ ସମସ୍ତ ସ୍କୁଲ ପାଇଁ ଜାତୀୟ ଶୈକ୍ଷିକ ଗବେଷଣା ଓ ତାଲିମ ପରିଷଦ (ଏନସିଇଆରଟି) ପକ୍ଷରୁ ଗାଇଡଲାଇନ୍ସ ଜାରି କରାଯାଇଛି । ଏଥିରେ…

କମ୍ପାନୀର ସିଇଓ ପଦବୀରେ ବସିଛି ରୋବୋ

ଆଧୁନିକତାର ତାଳେ ତାଳେ ଆଗେଇ ଚାଲିଛି ଦୁନିଆ। ମଣିଷ ଟେକ୍ନୋଲୋଜି ଜଗତରେ ଏକ ବଡ଼ ଲମ୍ଫ ଦେଇଛି । ଯାହାର ଆଉ ଏକ ଉଦାହରଣ ଏବେ ସଭିଙ୍କୁ ଚକିତ କରିଦେଉଛି। ମଣିଷ ବଦଳରେ ଏବେ ରୋବୋ କରୁଛି ଲିଡ୍। ଚୀନ୍‌ର ଏକ…