ରାୟଗଡ଼ ଜିଲ୍ଲାର ୩୦ ଜଣଙ୍କୁ ବେଦାନ୍ତ ଆଲୁମିନାରେ ନିଯୁକ୍ତି
ରାୟଗଡ:- ଜିଲ୍ଲା ନିୟୋଜନ କାର୍ଯ୍ୟାଳୟ ,ରାୟଗଡ଼ ମାଧ୍ୟମରେ ବେଦାନ୍ତ ଆଲୁମିନାର ଗତ ଫେବ୍ରୁୟାରୀ ମାସର ପ୍ରଥମ ସପ୍ତାହରେ ହୋଇଥିବା ନିଯୁକ୍ତି ପ୍ରକ୍ରିୟାରେ ଜିଲ୍ଲାର ୩୦ ଜଣ ମନୋନୀତ ହୋଇଥିଲେ । ସେହି ସଫଳ ଛାତ୍ରଛାତ୍ରୀ ମାନଙ୍କୁ ବିଜୁ ପଟ୍ଟନାୟକ ଅଡିଟୋରିୟମ, ରାୟଗଡ଼…