୬୫୦୦ ପୋଲିସ ପଦବୀ ସୃଷ୍ଟିର ଯୋଜନା

ଶବ୍ଦ ଓଡିଶା ବ୍ୟୁରୋ: ରାଜ୍ୟରେ ଶୀଘ୍ର ସୃଷ୍ଟି ହେବ ନୂଆ ପୋଲିସ ପଦବୀ । ପୋଲିସ ପଦବୀ ସୃଷ୍ଟି ନେଇ ମୁଖ୍ୟମନ୍ତ୍ରୀ ବଡ ସୂଚନା ଦେଇଛନ୍ତି । ଶୀଘ୍ର ରାଜ୍ୟରେ ୬୫୦୦ ପୋଲିସ ପଦବୀ ସୃଷ୍ଟିର ଯୋଜନା ରହିଥିବା ମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି । ଏହି ସମସ୍ତ ପଦବୀ ଭିନ୍ନ ଭିନ୍ନ ବିଭାଗ ପାଇଁ ସୃଷ୍ଟି କରାଯାଉଥିବା ସେ କହିଛନ୍ତି । ଲୋକଙ୍କ ପାଖରୁ ମଧ୍ୟ ଏନେଇ ଭିନ୍ନ ଭିନ୍ନ ସମୟରେ ଅନେକ ମତ ଗ୍ରହଣ କରାଯାଉଛି । ମୋ ସରକାର ଜରିଆରେ ଲୋକଙ୍କ ପାଖରେ ପୋଲିସ ପ୍ରଶାସନକୁ ପହଞ୍ଚାଯାଉଛି ।

You May Also Like

More From Author

+ There are no comments

Add yours