କେଏଲ ରାହୁଲ ଓ ଆଥେୟାଙ୍କ ଉପରେ ହେଉଛି ଉପହାର ବର୍ଷା

ଶବ୍ଦ ଓଡିଶା ବ୍ୟୁରୋ: ନବଦମ୍ପତି କେଏଲ ରାହୁଲ ଓ ଆଥେୟାଙ୍କ ଉପରେ ହେଉଛି ଉପହାର ବର୍ଷା । ୨୩ ତାରିଖରେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ ରାହୁଲ ଓ ଆଥେୟା । ଖଣ୍ଡାଲାରୁ ବାହାଘର ସରି ମୁମ୍ବାଇ ଫେରିବା ପରେ ରାହୁଲଙ୍କ ସାଥୀ ଖେଳାଳି ଉଭୟଙ୍କୁ ଦାମୀ ଉପହାର ଦେଇ ଶୁଭେଚ୍ଛା ଜଣାଇଛନ୍ତି । ସୂଚନା ଅନୁସାରେ ବିରାଟ କୋହଲୀ ଓ ଅନୁଷ୍କା ଶର୍ମା ରାହୁଲଙ୍କୁ ଦୁଇକୋଟି ୭୦ ଲକ୍ଷ ଟଙ୍କାର କାର ଉପହାର ଦେଇଛନ୍ତି । ସେହପରି ବାଇକ ଲଭର ମହେନ୍ଦ୍ର ସିଂ ଧୋନୀ ୮୦ଲକ୍ଷ ଟଙ୍କାର ନିନଝା କାୱାସାକି ବାଇକ ଉପହାର ଦେଇଛନ୍ତି । ବଲିଉଡ ଭାଇଜାନ ସଲମାନ ଖାନ ଆଥେୟଙ୍କର ଲାଟେଷ୍ଟ ମଡେଲର ଅଡି ଏ-ଏଇଓ ଏଲ ।ଯାହାର ଆନୁମାନି ଦାମ ୧କୋଟି ୭୦ଲକ୍ଷ ବୋଲି ଜଣାପଡିଛି । ୩ବର୍ଷର ଡେଟିଂ ପରେ ୨୩ ତାରିଖରେ ଖଣ୍ଡାଲା ଫାର୍ମହାଉସରେ ରାହୁଲ ଓ ଆଥେୟାଙ୍କ ବାହାଘର ହୋଇଥିଲା । ଏହି ସବୁ ସେଲିବ୍ରେଟି ବାହାଘରରେ ପର୍ହଛନଥିଲେ କିନ୍ତୁ ଉପହାର ପଠାଇଥବା ସୂଚନା ରହିଛି ।

You May Also Like

More From Author

+ There are no comments

Add yours