Thu. Oct 15th, 2026

ବିଜୟ ଦେବରାକୋଣ୍ଡା ଏବଂ ପୁରୀ ଜଗନ୍ନାଥ ମାର୍ଚ୍ଚ ୨୯ରେ ସେମାନଙ୍କର ପରବର୍ତ୍ତୀ ଚଳଚ୍ଚିତ୍ରର ନାମ ଘୋଷଣା କରିଛନ୍ତି । ମୁମ୍ବାଇରେ ଆୟୋଜିତ ଏକ ଇଭେଣ୍ଟରେ ସେମାନେ ଚଳଚ୍ଚିତ୍ରର ନାମ ଜେଜିଏମ (ଜନ ଗଣମନ) ଘୋଷଣା କରିଛନ୍ତି । ଜେଜିଏମ ଏକ ଆକ୍ସନ ଡ୍ରାମା । ଏହା ୨୦୨୩ ଅଗଷ୍ଟ ୩ରେ ବଡ଼ ପରଦାକୁ ଆସିବ । ଜେଜିଏମ ବିଷୟରେ ବିଜୟ କହିଛନ୍ତି, “ମୁଁ ସମସ୍ତଙ୍କ ଭଲପାଇବା ପାଇଁ କୃତଜ୍ଞ। ମୁଁ କାର୍ଯକ୍ରମରେ ଉପସ୍ଥିତ ଥିବାରୁ ବହୁତ ଖୁସି । ମୁଁ ହିନ୍ଦୀ ଏବଂ ସମସ୍ତ ପ୍ରମୁଖ ଭାଷାରେ କାହାଣୀ କହି ଖୁସି ଅନୁଭବ କରେ। ମୁଁ ଏହି ଚଳଚ୍ଚିତ୍ରରେ ଅଭିନୟ କରିବାର ସୁଯୋଗ ପାଇଥିବାରୁ ନିଜକୁ ଗର୍ବିତ ଅନୁଭବ କରୁଛି। ସେନା ପୋଷାକ ପିନ୍ଧିଏହି ଚଳଚ୍ଚିତ୍ରରେ ଅଭିନୟ କରିବା ପାଇଁ ମଜ୍ଜା ଲାଗିବ। “ପୁରୀଙ୍କ ସହ କାମ କରିବାର ଅନୁଭୂତି ସମ୍ପୂର୍ଣ୍ଣ ନିଆରା । “ପୁରୀ ସାର୍ ଜଣେ ଭୋଟେରାନ ଅଭିନେତା ।

ଫିଲ୍ମ ୱାଣ୍ଟେଡ୍ ଏବଂ ସିମ୍ବାରେ ଦର୍ଶକମାନେ ଯାହା ଦେଖିଥିଲେ ପୁରୀ ସାରଙ୍କୁ ସେଭଳି ଦେଖିପାରିବେ । ଜେଜିଏମ ବକ୍ସ ଅଫିସରେ ହିଟ କରିବ ବୋଲି ବିଜୟ ଆଶାବାଦୀ ଅଛନ୍ତି ।

Leave a Reply

Your email address will not be published. Required fields are marked *