Thu. Oct 15th, 2026

ଶବ୍ଦ ଓଡିଶା ବ୍ୟୁରୋ: ଯାଜପୁର ରସୁଲପୁର ବ୍ଳକ ଛକ ନିକଟ ୧୬ ନମ୍ବର ଜାତୀୟ ରାଜପଥରରେ ଭୁଶୁଡି ପଡ଼ିଛି ବ୍ରିଜ୍ । ବାଲେଶ୍ୱରରୁ କଟକ ଆସିବା ରୁଟର କୁଆଖିଆ ଛକ ଆଡ଼କୁ ପୋଲର ଶେଷ ପିଲାର ଯୋଡ଼ ନିକଟରୁ ଖସିଯାଇଛି । ଫଳରେ ଅଳ୍ପକେ ବର୍ତ୍ତି ଯାଇଛି ଏକାଧିକ ବସ ଓ ଟ୍ରକ୍ । ମାତ୍ର ୧୫ ବର୍ଷର ଏହି ପୋଲ ଭୁଶୁଡ଼ିବାକୁ ନିମ୍ନମାନର କାମ ହୋଇଥିବା ଅଭିଯୋଗ ହୋଇଛି ।

Leave a Reply

Your email address will not be published. Required fields are marked *