Thu. Oct 15th, 2026

ଶବ୍ଦ ଓଡିଶା ବ୍ୟୁରୋ: ବରଗଡରେ ବନ୍ଦ ଘରେ ପଡିଛି ୪ ମୃତଦେହ । ଭଟଲି ଥାନା ଅଧିନ ଝିକିଝିକି ଗାଁରେ ଚାଞ୍ଚଲ୍ୟ । ବାପା, ମାଆ, ପୁଅ ଓ ଝିଅଙ୍କୁ ବୀଭତ୍ସ ଭାବେ ହତ୍ୟା କରାଯାଇଛି । ୪ଜଣଙ୍କୁ ଦାଦା ହତ୍ୟା କରିଥିବା ଜଣାପଡିଛି । ଜମିଜମା ବିବାଦକୁ ନେଇ ଏହି ହତ୍ୟାକାଣ୍ଡ ଘଟିଥିବା ସନ୍ଦେହ କରାଯାଉଛି । ଘଟଣାସ୍ଥଳରେ ପହଞ୍ଚି ପୋଲିସ ତଦନ୍ତ ଆରମ୍ଭ କରିଛି । ଅଭିଯୁକ୍ତ ଦାଦା ଶିବ ବାଗକୁ ପୋଲିସ ଅଟକ ରଖିଛି ।

Leave a Reply

Your email address will not be published. Required fields are marked *