Wed. Oct 14th, 2026

Category: ନିରବ ନୀଡ଼

କବିତା ଘର

ଲୋକାର୍ପିତ ହେଲା ‘ଶ୍ୱେତପତ୍ର’ କବିତା ସଙ୍କଳନ

ପ୍ରକାଶ ପାଇଛି କବିତା ସଙ୍କଳନ ଶ୍ୱେତପତ୍ର। ମାଲକାନଗିରି କୁୁଡୁମୁଲୁଗୁମ୍ମା କବି ତଥା ସାହିତ୍ୟିକ ବଳରାମ ପୂଜାରୀ ଜନଜାତିଙ୍କ ଜନଜୀବନର କଥା ଓ ବ୍ୟଥାକୁ ନେଇ ରଚନା କରିଥିଲେ ପଞ୍ଚମ କବିତା ସଙ୍କଳନ ‘ଶ୍ବେତପତ୍ର’। ଯାହାକୁ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କ ଦ୍ବାରା…

ତପୋଭୂମି

ସ୍ୱର୍ଗକୁ ଛୁଇଁହେଉଥିବା ମଥାନଆକାଶମୁହାଁ ଆଶୀର୍ବାଦ ମାନଙ୍କ ସୁଧର୍ମାସଭା,ବିସ୍ତାରିତ ଚଟ୍ଟାଣ ର ଚଉହଦି,ଶିଖାଉଛି ‘ଜୀବନବେଦ ର ଚର୍ଯ୍ୟାଗୀତିକା ,ଛାତିରେ ଛାତିଏ, ଭୂମିଷ୍ଟ ସନ୍ତାନ ମାନଙ୍କଅଗ୍ନିଗର୍ଭା ଅସନ୍ତୋଷ,ଖୁଆଇ ପିଆଇ ମଣିଷ କରୁଛି,ତା’ରି ଭରଷା ରେବସା ବାନ୍ଧିଥିବା ଅସଂଖ୍ୟଝାଡଜଂଗଲ ର ଡଂଗରିଆ ଡଂକମାନକୁଂ,ପାହାଡ ସଂନ୍ଧିର ଅବହେଳିତ…