ମହାପ୍ରସାଦର ମହାତ୍ମ୍ୟ ଓ ଆୟୁର୍ବେଦିୟ_ଭିତ୍ତିଭୂମି
ମହାପ୍ରସାଦ କହିଲେ ଶ୍ରୀ ମନ୍ଦିରରେ ପ୍ରସ୍ତୁତ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ପ୍ରସାଦକୁ ବୁଝାଇଥାଏ । ମହାପ୍ରସାଦର ମହିମା ଅବର୍ଣ୍ଣନୀୟ । ଏହା ଅମ୍ରୁତତୁଲ୍ଯ । ମନୁଷ୍ଯକୁ ମୁକ୍ତି ପ୍ରଦାନ କରିଥାଏ ବୋଲି ବିଶ୍ବାସ ରହିଛି । ମହାପ୍ରସାଦର ସେବନରେ ମନୁଷ୍ଯ ପରମ…