Sun. Nov 29th, 2026

Category: ଦେଶ ବିଦେଶ

ଅଦାନୀ ଗ୍ରୁପକୁ ବଡ ଝଟକା, ବର୍ତ୍ତମାନ ସୁଦ୍ଧା ୩.୪ ଲକ୍ଷ କୋଟିର କ୍ଷତି ।

ଶବ୍ଦ ଓଡିଶା ବ୍ୟୁରୋ: ଅଦାନୀ ଗ୍ରୁପକୁ ଗୋଟିଏ ପରେ ଗୋଟିଏ ଝଟକା ଲାଗିଚାଲିଛି । ହିଣ୍ଡନବର୍ଗର ରିପୋର୍ଟ ପରେ ବୁଧବାର ୮ ପ୍ରତିଶତ କ୍ଷତିର ସାମ୍ନା କରିଛି ଗ୍ରୁପ । ଅଦାନୀ ଗ୍ରୁପର ୯ଟି ତାଲିକାଭୁକ୍ତ କମ୍ପାନୀର ସେୟାର ହ୍ରାସ ପାଇବାରେ…

କେଏଲ ରାହୁଲ ଓ ଆଥେୟାଙ୍କ ଉପରେ ହେଉଛି ଉପହାର ବର୍ଷା

ଶବ୍ଦ ଓଡିଶା ବ୍ୟୁରୋ: ନବଦମ୍ପତି କେଏଲ ରାହୁଲ ଓ ଆଥେୟାଙ୍କ ଉପରେ ହେଉଛି ଉପହାର ବର୍ଷା । ୨୩ ତାରିଖରେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ ରାହୁଲ ଓ ଆଥେୟା । ଖଣ୍ଡାଲାରୁ ବାହାଘର ସରି ମୁମ୍ବାଇ ଫେରିବା ପରେ ରାହୁଲଙ୍କ…

୨୦ ଟଙ୍କାରେ ଚିକିତ୍ସା ଦେଉଥିବା ଡାକ୍ତରଙ୍କୁ ମିଳିବ ପଦ୍ମଶ୍ରୀ

ଶବ୍ଦ ଓଡିଶା ବ୍ୟୁରୋ: ସାଧାରଣତନ୍ତ୍ର ଦିବସ ପୂର୍ବରୁ ବୁଧବାର ପଦ୍ମସମ୍ମାନ ଘୋଷଣା କରାଯାଇଛି । ୧୦୬ଜଣଙ୍କୁ ଏହି ସମ୍ମାନଜନକ ପଦ୍ମସମ୍ମାନରେ ସମ୍ମାନିତ କରାଯିବା ନେଇ ଘୋଷଣା କରାଯାଇଛି । ଏହି ତାଲିକାରେ ଏଭଳି ଅନେକ ବ୍ୟକ୍ତି ଅଛନ୍ତି ଯେଉମାନେ ନିଜ କାମ…

ଭାରତରେ ଲଞ୍ଚ ହେଲା କୋଭିଡ୍-୧୯ର ପ୍ରଥମ ନାଜାଲ ଭ୍ୟାକସିନ୍।

ଶବ୍ଦ ଓଡିଶା ବ୍ୟୁରୋ: କେନ୍ଦ୍ରୀୟ ସ୍ୱାସ୍ଥ୍ୟମନ୍ତ୍ରୀ ଡ. ମନସୁଖ ମାଣ୍ଡଭୀୟ ଏବଂ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଜିତେନ୍ଦ୍ର ସିଂହ ଭାରତ ବାୟୋଟେକର ନାଜାଲ ଭ୍ୟାକସିନ ଇନକୋଭାକକୁ ଲଞ୍ଚ କରିଛନ୍ତି । ଡିସେମ୍ବରରେ ଭାରତ ବାୟୋଟେକ୍ ଘୋଷଣା କରିଥିଲା ଯେ, ଭ୍ୟାକସିନକୁ…

ଭାରତର ଆମନ୍ତ୍ରଣ ନେଇ ହିନା ରବାନୀ ଖାରଙ୍କ ବୟାନ ।

ଶବ୍ଦ ଓଡିଶା ବ୍ୟୁରୋ: ଭାରତ-ପାକିସ୍ତାନ ମଧ୍ୟରେ ବିବାଦ ଦିନକୁ ଦିନ ବଢିବାରେ ଲାଗିଛି । ଏହାରି ମଧ୍ୟରେ ପାକିସ୍ତାନ ବିଦେଶ ରାଜ୍ୟମନ୍ତ୍ରୀ ହିନା ରବାନୀ ଖାର ବଡ ବୟାନ ଦେଇଛନ୍ତି । ସେ କହିଛନ୍ତି, ଭାରତ-ପାକିସ୍ତାନ ମଧ୍ୟରେ କୌଣସି କୁଟନୈତିକ ସମ୍ପର୍କ…

‘ଛାତ ଉପରୁ ସିଟି ମାରିବା ଅସଦାଚରଣ ନୁହେଁ: ବମ୍ବେ ହାଇକୋର୍ଟ

ଶବ୍ଦ ଓଡିଶା ବ୍ୟୁରୋ: ବମ୍ବେ ହାଇକୋର୍ଟର ଔରଙ୍ଗାବାଦ ବେଞ୍ଚ ମହିଳାଙ୍କୁ ଅସଦାଚରଣ ପ୍ରସଙ୍ଗରେ ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି । ଏକ ମାମଲାରେ ତିନି ଅଭିଯୁକ୍ତଙ୍କୁ ଜାମିନପ୍ରଦାନ କରିଛନ୍ତି କୋର୍ଟ । ତେବେ ଚର୍ଚ୍ଚା ଏଥିପାଇଁ ହେଉଛି କାରଣ ଏହି ତିନି ଅଭିଯୁକ୍ତ…

ଲକ୍ଷୀମପୁର ହିଂସା, ଆଶିଷ ମିଶ୍ରାଙ୍କୁ ଜାମିନ।

ଶବ୍ଦ ଓଡିଶା ବ୍ୟୁରୋ: ଲକ୍ଷୀମପୁର ଖେରୀ ହିଂସା ଘଟଣାରେ ଜେଲରେ ବନ୍ଦ ଥିବା ଆଶିଷ ମିଶ୍ରାଙ୍କୁ ସୁପ୍ରିମକୋର୍ଟରୁ ବଡ ଆଶ୍ୱସ୍ଥି ମିଳିଛି । କୋର୍ଟ ତାଙ୍କୁ ୮ ସପ୍ତାହ ପାଇଁ ଅନ୍ତରୀଣ ଜାମିନ ପ୍ରଦାନ କରିଛନ୍ତି । ଜାମିନ ବେଳେ ଆଶିଷ…

ମହାରାଷ୍ଟ୍ର ରାଜ୍ୟପାଳ ପଦରୁ ଭଗତ ସିଂହ କୋଶିଆରୀ ଦେବେ ଇସ୍ତଫା!

ଶବ୍ଦ ଓଡିଶା ବ୍ୟୁରୋ: ମହାରାଷ୍ଟ୍ର ରାଜ୍ୟପାଳ ପଦରୁ ଶୀଘ୍ର ଇସ୍ତଫା ଦେଇପାରନ୍ତି ଭଗତ ସିଂହ କୋଶିଆରୀ । ଜାତୀୟ ଗଣମାଧ୍ୟମରେ ନୂଆ ରାଜ୍ୟପାଳ ନିଯୁକ୍ତି ନେଇ ଆଲୋଚନା ଆରମ୍ଭ ହୋଇଯାଇଛି । ଅନେକ ସ୍ଥାନରେ ରାଜ୍ୟପାଳଙ୍କ ୫ ବର୍ଷର କାର୍ଯ୍ୟକାଳ ମଧ୍ୟ…

ଭଗତ ସିଂହ କୋଶିଆରୀ ରାଜ୍ୟପାଳ ପଦରୁ ହଟିବା ନେଇ ଦେଲେ ସଙ୍କେତ।

ଶବ୍ଦ ଓଡିଶା ବ୍ୟୁରୋ: ମହାରାଷ୍ଟ୍ର ରାଜ୍ୟପାଳ ଭଗତ ସିଂହ କୋଶିଆରୀ ଶୀଘ୍ର ନିଜ ପଦରୁ ଇସ୍ତଫା ଦେଇପାରନ୍ତି । ନିଜ ତରଫରୁ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସାମ୍ନାରେ ଏହି ଇଚ୍ଛା ପ୍ରକାଶ କରିଛନ୍ତି । ନିଜର ଆଗାମୀ ସମୟ ପଢିବା,…

ସୟଦ ମୋଦୀ ହତ୍ୟାକାଣ୍ଡ ମାମଲା, ଭଗବତୀ ସିଂହଙ୍କୁ କୋର୍ଟରୁ ଝଟକା।

ଶବ୍ଦ ଓଡିଶା ବ୍ୟୁରୋ: ସୁପ୍ରିମକୋର୍ଟ ୩୪ ବର୍ଷ ପୁରୁଣା ବ୍ୟାଡମିଣ୍ଟନ ଖେଳାଳି ସୟଦ ମୋଦୀ ହତ୍ୟାକାଣ୍ଡରେ ରାୟ ଶୁଣାଇଛନ୍ତି । ହତ୍ୟାକାଣ୍ଡରେ ସାମିଲ ଥିବା ସୁଟର ଭଗବତୀ ସିଂହ ଓରଫ ପପୁକୁ ଆଜୀବନ କାରାଦଣ୍ଡ ଶୁଣାଇଛନ୍ତି । କୋର୍ଟ ଅଭିଯୁକ୍ତଙ୍କ ଆବେଦନ…