ରାଉରକେଲା ବିର୍ସାମୁଣ୍ଡା ଷ୍ଟାଡିୟମରେ ସ୍ପେନକୁ ହରାଇଲା ଟିମ୍ ଇଣ୍ଡିଆ
ହକି ବିଶ୍ୱକପ୍ରେ ବିଜୟରୁ ଅଭିଯାନ ଆରମ୍ଭ କରିଛି ଭାରତ । ରାଉରକେଲା ବିର୍ସା ମୁଣ୍ଡା ଷ୍ଟାଡିୟମରେ ଇତିହାସ ରଚିଲା ଟିମ୍ ଇଣ୍ଡିଆ । ପଦାର୍ପଣ ମ୍ୟାଚରେ ସ୍ପେନ୍କୁ ହରାଇଲା ଭାରତ । ପ୍ରଥମ ମ୍ୟାଚକୁ ୨-୦ ଗୋଲରେ ଜିତିଛି । ହୋମ୍…