Wed. Oct 14th, 2026

Tag: #Cricket

ଭାରତ ହାତରେ ଫାଇନାଲ ଟିକେଟ

ଶ୍ରୀଲଙ୍କା ବିପକ୍ଷରେ ନ୍ୟୁଜିଲାଣ୍ଡର ରୋମାଞ୍ଚକର ବିଜୟ ଭାରତକୁ ବିଶ୍ୱ ଟେଷ୍ଟ ଚାମ୍ପିୟନସିପର ଫାଇନାଲ ଟିକେଟ ଦେଇଛି । ଏହାସହ ଭାରତ ନୂଆ ଇତିହାସ ରଚିଛି । ଲଗାତାର ଦ୍ୱିତୀୟ ଥର ପାଇଁ ବିଶ୍ୱ ଟେଷ୍ଟ ଚାମ୍ପିୟନସିପର ଫାଇନାଲ ଟିକେଟ ହାତେଇଛି ।ପୂର୍ବରୁ…