Thu. Oct 15th, 2026

Month: July 2023

ଟ୍ରକ୍‌କୁ ଧକ୍କା ଦେଲା ଓଏସଆରଟିସି ବସ୍‌, ୮ ଆହତ

ଶବ୍ଦ ଓଡିଶା ବ୍ୟୁରୋ: ଟ୍ରକ୍‌କୁୁ ଧକ୍କା ଦେଲା ଓଏସଆରଟିସି ବସ୍‌। ଦୁର୍ଘଟଣାରେ ୮ ଜଣ ଯାତ୍ରୀ ଆହତ ହୋଇଛନ୍ତି। ସମ୍ବଲପୁର ଜିଲ୍ଲା ଜମନକିରା ଥାନା ଅନ୍ତର୍ଗତ ବାଇପାସ ରାସ୍ତାରେ ଏହି ଦୁର୍ଘଟଣା ଘଟିଛି। ଆହତଙ୍କ ମଧ୍ୟରେ ୩ ଜଣଙ୍କ ଅବସ୍ଥା ଗୁରୁତର…

ସୌମ୍ୟରଞ୍ଜନ ମହାପାତ୍ର ମୃତ୍ୟୁ ମାମଲା: ୩ ଅଭିଯୁକ୍ତଙ୍କ ବିରୋଧରେ NBW

ଶବ୍ଦ ଓଡିଶା ବ୍ୟୁରୋ: ପାରଳାଖେମୁଣ୍ଡି ଏସିଏଫ ସୌମ୍ୟ ରଞ୍ଜନ ମହାପାତ୍ର ମୃତ୍ୟୁ ମାମଲା। ୩ ଅଭିଯୁକ୍ତଙ୍କ ବିରୋଧରେ NBW ଜାରି। ସୌମ୍ୟଙ୍କ ପତ୍ନୀ ବିଦ୍ୟାଭାରତୀ ପଣ୍ଡା, ଡିଏଫଓ ସଂଗ୍ରାମ ବେହେରା ଓ ରୋଷେୟା ମନ୍ମଥ କୁମ୍ଭଙ୍କ ନାଁରେ NBW ଜାରି ହୋଇଛି…