Wed. Oct 14th, 2026

Category: ସିନେମା ଖବର

ହିନ୍ଦୀରେ ରିଲିଜ୍ ଦମନ ଚଳଚିତ୍ରର ଦମଦାର ଟ୍ରେଲର

ଓଡ଼ିଆ ଫିଲ୍ମ ‘ଦମନ’ର ହିନ୍ଦୀ ଟ୍ରେଲର ରିଲିଜ୍ ହୋଇଯାଇଛି। ନିଆରା କାହାଣୀକୁ ନେଇ ସାରା ଓଡ଼ିଶାରେ ଚହଳ ପକାଇଥିବା ଏହି ଓଡ଼ିଆ ଫିଲ୍ମକୁ ଏବେ ସାରା ଦେଶ ଦେଖିବ। ପୂର୍ବରୁ ଓଡ଼ିଆ ଭାଷାରେ ରିଲିଜ ହୋଇ ଲୋକପ୍ରିୟ ହୋଇଥିବା ‘ଦମନ’ ଏବେ…