Sun. Nov 29th, 2026

Category: ଦେଶ ଖବର

୭୫ତମ ସ୍ୱାଧୀନତା ଦିବସକୁ ଅଧିକ ଉତ୍ସାହିତ କରିବା ପାଇଁ ଦୂରଦର୍ଶନର ନୂଆ ପ୍ରୟାସ

ଦେଶ ପାଳିବ ୭୫ତମ ସ୍ୱାଧୀନତା ଦିବସ। ଯାହାକୁ ପାଳନ କରିବା ପାଇଁ ଦିଲ୍ଲୀରୁ ପଲ୍ଲି ସବୁଠି ତତ୍ପରତା ଦେଖାଯାଉଛି। ଯାହାକୁ ଅଧିକ ଉତ୍ସାହିତ କରିଦେଇଛି ଦୂରଦର୍ଶନ। ‘ସ୍ୱରାଜ- ଭାରତର ସ୍ୱାଧୀନତା ସଂଗ୍ରାମର ସମଗ୍ର ଗାଥା’, ଶୀର୍ଷକରେ ୭୫ ଅଧ୍ୟାୟ ବିଶିଷ୍ଟ ଏହି…

ନିଜ ହସପିଟାଲର ଛାତ୍ରକୁ ବଞ୍ଚାଇ ପାରିଲାନି ଏମ୍ସ

ଦେଶର ରାଜଧାନୀ ଦିଲ୍ଲୀର ସବୁଠାରୁ ବଡ ଡାକ୍ତରଖାନା ଏମ୍ସ ହସ୍ପିଟାଲ। ଯିଏ ଦୂର ଦୂରାନ୍ତରରୁ ଆସୁଥିବା ରୋଗୀଙ୍କ ଚିକିତ୍ସା କରୁଛି, ସେ ଆଜି ନିଜ ଛାତ୍ରକୁ ବଞ୍ଚାଇ ପାରିଲା ନାହିଁ । ଏମ୍ସ ମେଡିକାଲ୍ ର ଛାତ୍ର ଅମିତ ମାଲଭିଆଙ୍କର ମୃତ୍ୟୁ…

ଜାତୀୟ ପତାକା ଉତ୍ତୋଳନ ବେଳେ କେଉଁ ଜିନିଷକୁ ଧ୍ୟାନ ଦେବା ଉଚିତ?

୨୦ କୋଟି ଲୋକଙ୍କ ଘରେ ଜାତୀୟ ପତାକା ଉତ୍ତୋଳନ କରିବାକୁ ସରକାର ଲକ୍ଷ୍ୟ ରଖିଛନ୍ତି। ତଥାପି, କୌଣସି ପ୍ରକାରେ ତ୍ରିରଙ୍ଗାକୁ ଅପମାନ ନକରିବା ପାଇଁ ଜାତୀୟ ପତାକା ନିୟନ୍ତ୍ରଣ କରୁଥିବାବେଳେ ଅନେକ ନିୟମ ପାଳନ କରିବାକୁ ପଡ଼ିବ। ଯାହାକୁ ଭିତ୍ତି କରି…

ସ୍ୱାଧୀନତା ଦିବସ ପାଇଁ ଇନ୍ଦିରା ଗାନ୍ଧୀ ବିମାନବନ୍ଦରରେ ସୁରକ୍ଷା କଡ଼ାକଡ଼ି

କେଇ ଘଣ୍ଟା ପରେ ଦେଶ ପାଳିବ ୭୫ତମ ସ୍ୱାଧୀନତା ଦିବସ। ଏହାକୁ ଦୃଷ୍ଟିରେ ରଖି ଦିଲ୍ଲୀର ଇନ୍ଦିରା ଗାନ୍ଧୀ ବିମାନବନ୍ଦରରେ ସିଏସ୍ଏଫ୍ ସହିତ ଦିଲ୍ଲୀ ପୋଲିସ୍ ଆଇଜି ବିମାନବନ୍ଦରର ଜଙ୍ଗଲ ଅଞ୍ଚଳରେ ମିଳିତ ସର୍ଚ୍ଚ ଅପରେସନ କରିଥିଲା। ଏହା ସହ ସ୍କ୍ବାର୍ଡ…

ଆଜାଦୀ କା ଅମୃତ ମହୋତ୍ସବରେ ୧୧୦ ଭିନ୍ନକ୍ଷମଙ୍କୁ କୃତ୍ରିମ ଅଙ୍ଗ ପ୍ରଦାନ

ଦେଶ ସ୍ୱାଧୀନତାର ୭୫ତମ ବର୍ଷ ପାଳନ କରୁଛି। ଚାରିଆଡ଼େ ଚାଲିଛି ଆଜାଦୀ କା ଅମୃତ ମହୋତ୍ସବ। ଯାହା ଅଧୀନରେ ବିଭିନ୍ନ ଜନ କଲ୍ୟାଣ କାର୍ଯ୍ୟକ୍ରମ କରାଯାଉଛି | କେନ୍ଦ୍ରର ପ୍ରାୟ ସମସ୍ତ ମନ୍ତ୍ରଣାଳୟ ଜନ କଲ୍ୟାଣୀ କାର୍ଯ୍ୟକ୍ରମ କରୁଛନ୍ତି। ଏହା ସହିତ…

ଗିରଫ ହେଲା ସଲମାନ ରୁଶଦୀଙ୍କ ହତ୍ୟାକାରୀ

ଶୁକ୍ରବାର ଦିନ ଭାରତୀୟ ନ୍ୟୁୟର୍କ ଲେଖକ ସଲମାନ ରୁଶଦୀଙ୍କୁ ଆକ୍ରମଣ ହେବାର କିଛି ସମୟ ପରେ ଗିରଫ ହୋଇଛି ଅଭିଯୁକ୍ତ। ନ୍ୟୁୟର୍କ ପୋଲିସ ସନ୍ଦିଗ୍ଧଙ୍କୁ ନ୍ୟୁ ଜର୍ସିର ଫେୟାରଭ୍ୟୁରୁ ହେଡି ମ୍ୟାଟାର୍ (୨୪) ବୋଲି ଚିହ୍ନଟ କରିଥିଲା। ନ୍ୟୁୟର୍କ ଷ୍ଟେଟ ପୋଲିସର…

ହିଟୱେଭର ଅଗ୍ନି ପରୀକ୍ଷା; ଇଂଲଣ୍ଡରେ ମରୁଡ଼ି ଘୋଷଣା

କଥାରେ ଅଛି ଜଳ ବହୁଳେ ସୃଷ୍ଟି ନାଶ, ଜଳ ବିହୁନେ ସୃଷ୍ଟିନାଶ। କେଉଁଠି ବର୍ଷାର ତାଣ୍ଡବରେ ବନ୍ୟା ପରିସ୍ଥିତି ସୃଷ୍ଟି ହେଉଛି ତ କେଉଁଠି ଜଳ ଅଭାବରେ ମରୁଡ଼ିର ସ୍ଥିତି ଉପୁଜୁଛି। ଦୀର୍ଘ ସମୟ ଧରି ହିଟ୍ ୱେଭ୍ ରେ ଇଂଲଣ୍ଡର…

ବିହାରର ରାଜନୈତିକ ଯୁଦ୍ଧର ଭିତିରି କଥା

ବିହାର ରାଜନୀତିରେ ମହାରାଷ୍ଟ୍ର ଭଳି ରାଜନୈତିକ ସ୍ଥିତିର ପଟକଥା ଲେଖାଯାଉଥିଲା । ମହାରାଷ୍ଟ୍ରରେ ଉଦ୍ଧବ ଠାକରେଙ୍କ ପାଦତଳୁ ସରକାରକୁ ତାଙ୍କ ଦଳର ନେତା ଏକନାଥ ସିନ୍ଦେ ହିଁ ଖସାଇନେଇ ଚାଲିଯାଇଥିଲେ । ବିହାରରେ ମଧ୍ୟ ଆରସିପି ସିଂହଙ୍କ ବାହାନାରେ ‘ସିନ୍ଦେ ମଡେଲ’କୁ…

ଆକାଶ ବାଇଜୁସର ‘ଏଜୁକେସନ ଫର ଅଲ’; ଗରିବ ପିଲା, ଝିଅମାନଙ୍କ ସଶକ୍ତିକରଣକୁ ଗୁରୁତ୍ବ

ଭାରତ ସରକାରଙ୍କ ପକ୍ଷରୁ ପାଳନ ହେଉଛି ‘ଆଜାଦି କା ଅମୃତ ମହୋତ୍ସବ’। ଏହି ଅବସରରେ ପ୍ରତିଯୋଗିତାମୂଳକ ପରୀକ୍ଷା ପାଇଁ ଆକାଶ ବାଇଜୁସ ‘ଏଜୁକେସନ ଫର ଅଲ’ ବା ‘ସମସ୍ତଙ୍କ ପାଇଁ ଶିକ୍ଷା’ ମାଧ୍ୟମରେ ଉଚ୍ଚଶିକ୍ଷା ପାଇଁ ଘରୋଇ କୋଚିଂରେ ଛାତ୍ରୀମାନଙ୍କୁ ସଶକ୍ତିକରଣ…

୮ମ ଥର ପାଇଁ ବିହାରର ମୁଖ୍ଯମନ୍ତ୍ରୀ ଗାଦିରେ ବସିଲେ ନୀତୀଶ

କଥାରେ ଅଛି ବର୍ଷା ଯୁଆଡ଼େ ଛତା ସିଆଡ଼େ। କେବେ ବିଜେପି ତ କେବେ ଆରଜେଡ଼ି! କେବେ ପଦ୍ମ ଧରି ରାଜନୀତିକୁ ଓହ୍ଲାଉଛନ୍ତି, ତ‌ ଆଉ କେବେ ମେଣ୍ଟ ସରକାରରେ ଶାସନ ଭାର ନିଭାଉଛନ୍ତି। ସେ ଆଉ କେହି ନୁହଁନ୍ତି, ବିହାର ମୁଖ୳ମନ୍ତ୍ରୀ…